Humane Sagar Death Case Photograph: (OTV)
ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଗାୟିକା ଅର୍ପିତା ଚୌଧୁରୀଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ। ସୋମେଶ ଶତପଥୀଙ୍କୁ ବି ଅନ୍ତରୀଣ ସୁରକ୍ଷା ମିଳିଛି। ହ୍ୟୁମାନଙ୍କ ମା' ସେଫାଳି ସୁନାଙ୍କୁ ନୋଟିସ ହୋଇଛି।
କେସ୍ ଡାଏରୀ ଦାଖଲ ପାଇଁ ମର୍କତନଗର ଥାନା ପୋଲିସକୁ ନିର୍ଦ୍ଦେଶ। ଆସନ୍ତା ୧୬ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ। ସୋମେଶ ଏବଂ ଅର୍ପିତାଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣିରେ ହାଇକୋର୍ଟଙ୍କ ନିର୍ଦ୍ଦେଶ।
ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଅର୍ପିତାଙ୍କୁ ଅନ୍ତରୀଣ ସୁରକ୍ଷା
ଅର୍ପିତା ଓ ସୋମେଶଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ
ହ୍ୟୁମାନ ସାଗରଙ୍କ ମାଆ ସେଫାଳି ସୁନାଙ୍କୁ ହାଇକୋର୍ଟଙ୍କ ନୋଟିସ୍
କେସ୍ ଡାଏରୀ ଦାଖଲ ପାଇଁ ନିର୍ଦ୍ଦେଶ, ୧୬ରେ ପରବର୍ତ୍ତୀ ଶୁଣାଣି
ଅର୍ପିତା ଓ ସୋମେଶଙ୍କ ଆଗୁଆ ଜାମିନ୍ ଆବେଦନ ଶୁଣାଣିରେ ନିର୍ଦ୍ଦେଶ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/13/humane-sagar-death-case-2026-01-13-10-22-16.jpg)