Advertisment

Gun Recovered from Student: ସ୍କୁଲ ଛାତ୍ର ପାଖରେ ବନ୍ଧୁକ; କେଉଁଠୁ ଆଣିଲା ତାକୁ ନେଇ ସନ୍ଦେହ

ଛାତ୍ରଙ୍କ ନିକଟରୁ ମିଳିଲା ବନ୍ଧୁକ। ବାଲେଶ୍ୱର ଖନ୍ତାପଡ଼ା ଥାନା ଦାସମହାପାତ୍ର ବାଞ୍ଛାନିଧି ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ଛାତ୍ରଙ୍କ ନିକଟରୁ ବନ୍ଧୁକ ଉଦ୍ଧାର ହୋଇଛି।

Gun Recovered from Student

Gun Recovered from Student Photograph: (OTV)

Advertisment

ଛାତ୍ରଙ୍କ ନିକଟରୁ ମିଳିଲା ବନ୍ଧୁକ। ବାଲେଶ୍ୱର ଖନ୍ତାପଡ଼ା ଥାନା ଦାସମହାପାତ୍ର ବାଞ୍ଛାନିଧି ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ଛାତ୍ରଙ୍କ ନିକଟରୁ ବନ୍ଧୁକ ଉଦ୍ଧାର ହୋଇଛି। ଗତକାଲି ସ୍କୁଲ ଛୁଟି ହେବାର କିଛି ସମୟ ପୂର୍ବରୁ ଛାତ୍ରଛାତ୍ରୀମାନେ ବନ୍ଧୁକ ଦେଖିବାକୁ ପାଇଥିଲେ। 

Advertisment

ସେମାନେ ବିଦ୍ୟାଳୟର ଶିକ୍ଷକଙ୍କୁ ଅବଗତ କରାଇଥିଲେ ପରେ ସ୍କୁଲ କମିଟି ପହଞ୍ଚି ଖନ୍ତାପଡ଼ା ପୋଲିସକୁ ଖବର ଦେଇଥିଲେ । ପୋଲିସ ସାଧା ପୋଷାକରେ ଆସିଥିବା ବେଳେ ତାଙ୍କୁ ଅଟକ ରଖିଥିଲେ। ପରେ ଅନ୍ୟ ପୋଲିସ କର୍ମଚାରୀ ଆସି ବିରକ୍ତି ପ୍ରକାଶ କରିବାରୁ ସେମାନଙ୍କୁ ମଧ୍ୟ ଅଟକ ରଖିଥିଲେ ଗ୍ରାମବାସୀ ତେବେ ଛାତ୍ର ଜଣକ ବନ୍ଧୁକ କେଉଁଠୁ ଆଣିଲା ତାହା ସନ୍ଦେହ ସୃଷ୍ଟି କରିଛି।

School Student
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ