elephant
Advertisment
ଭୁବନେଶ୍ୱର: ହାତୀ ପାଇଁ ଗାଇଡଲାଇନ୍। ହାତୀଙ୍କ ଗତିବିଧି ଉପରେ ନଜର ରଖିବା ଉଦ୍ଦେଶ୍ୟରେ ବନ୍ୟପ୍ରାଣୀ ବିଭାଗ ଏହି ମାର୍ଗଦର୍ଶିକା ଜାରି କରିଛି ।/odishatv-khabar/media/post_attachments/wp-content/uploads/2020/06/elephant-5.jpg)
Advertisment
କଣ୍ଟ୍ରୋଲ ରୁମ୍ ଜରିଆରେ ହାତୀଙ୍କ ଗତିବିଧି ଉପରେ ନଜର ରଖାଯିବ। ଏହାଦ୍ୱାରା ଦିନକୁ ଦିନ ବଢୁଥିବା ହାତୀ-ମଣିଷ ଲଢେଇ ହ୍ରାସ ପାଇବ । ସବୁ ରେଞ୍ଜ ଅଫିସ୍ରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ରହିବ।
ପ୍ରତିଦିନ ଅପରାହ୍ନରେ ରେଞ୍ଜ ଅଫିସର ଏହାକୁ ଅନୁଧ୍ୟାନ କରିବେ । ଫରେଷ୍ଟ ଗାର୍ଡ ଓ ଫରେଷ୍ଟର ଉକ୍ତ ଅଞ୍ଚଳରେ କେତେ ହାତୀ ଅଛନ୍ତି, ସେନେଇ ରେଞ୍ଜରଙ୍କୁ ଜଣାଇବେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/elephant-222_1626697554.jpg)