Advertisment

ପାଇପ୍‌ ମିସ୍ତ୍ରୀଙ୍କ ନାଁରେ ୭୦ କୋଟି ଟଙ୍କାର GST ଠକେଇ ଅଭିଯୋଗ

ରାଉରକେଲା: ପାଇପ୍‌ ମିସ୍ତ୍ରୀଙ୍କ ନାଁରେ ୭୦ କୋଟି ଟଙ୍କାର GST ଠକେଇ ଅଭିଯୋଗ ଆସିଛି। ରାଉରକେଲା ବାସନ୍ତୀ କଲୋନୀ ଅଞ୍ଚଳରେ ରହୁଥିବା ପାଇପ୍ ମିସ୍ତ୍ରି ସମୀର ଜୋଜୋଙ୍କ ନାଁରେ ଏହି ଅଭିଯୋଗ ଆସିଛି। ୭୦ କୋଟି ଟଙ୍କାର GST ଫାଙ୍କିବା ନେଇ ତାଙ୍କୁ ନୋଟିସ କରାଯାଇଛି। ଅନ୍ୟପକ୍ଷେ, GST ଠକେଇ ସମ୍ପର୍କରେ କିଛି ଜାଣି ନ ଥିବା ସମୀର କହିଛନ୍ତି। ତାଙ୍କ ନାଁରେ କେହି ମିଛ କମ୍ପାନୀ ଖୋଲି ଏଭଳି ଠକେଇ କରିଥିବା ସେ ଅଭିଯୋଗ କରିଛନ୍ତି। […]

author-image
Rajalaxmi Sahoo
ଅଦ୍ୟତନ ହୋଇଛି

ରାଉରକେଲା: ପାଇପ୍‌ ମିସ୍ତ୍ରୀଙ୍କ ନାଁରେ ୭୦ କୋଟି ଟଙ୍କାର GST ଠକେଇ ଅଭିଯୋଗ ଆସିଛି। ରାଉରକେଲା ବାସନ୍ତୀ କଲୋନୀ ଅଞ୍ଚଳରେ ରହୁଥିବା ପାଇପ୍ ମିସ୍ତ୍ରି ସମୀର ଜୋଜୋଙ୍କ ନାଁରେ ଏହି ଅଭିଯୋଗ ଆସିଛି।

Advertisment

୭୦ କୋଟି ଟଙ୍କାର GST ଫାଙ୍କିବା ନେଇ ତାଙ୍କୁ ନୋଟିସ କରାଯାଇଛି।

ଅନ୍ୟପକ୍ଷେ, GST ଠକେଇ ସମ୍ପର୍କରେ କିଛି ଜାଣି ନ ଥିବା ସମୀର କହିଛନ୍ତି। ତାଙ୍କ ନାଁରେ କେହି ମିଛ କମ୍ପାନୀ ଖୋଲି ଏଭଳି ଠକେଇ କରିଥିବା ସେ ଅଭିଯୋଗ କରିଛନ୍ତି।

ପଢ଼ନ୍ତୁ: ଆଶ୍ଚର୍ଯ୍ୟ ! ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ

Advertisment
Advertisment