Advertisment

GRPS Havildar saves passenger: ମାନବିକତା ଦେଖାଇଲେ ରେଳ କର୍ମଚାରୀ, ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

ଚଳନ୍ତା ଟ୍ରେନରୁ ଗଳିପଡ଼ିଲେ ଯାତ୍ରୀ। ମାନବିକତା ଦେଖାଇ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ରେଳ କର୍ମଚଚାରୀ। ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କଲେ ରେଳ କର୍ମଚଚାରୀ।

GRPS

GRPS Photograph: (OTV)

Advertisment

ମାନବିକତା ଦେଖାଇଲେ ରେଳ କର୍ମଚାରୀ । ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ରେଳ କର୍ମଚଚାରୀ । ଟ୍ରେନରେ ଚଢିବ ସମୟରେ ଗଳି ପଡ଼ିଲେ ଯାତ୍ରୀ । ଏହି ସମୟରେ ତାଙ୍କୁ ଉଦ୍ଧାର କରିଥିଲେ ରେଳ କର୍ମଚାରୀ ଫ୍ରିସକିଲା ଟେଟେ। ଭିଡ଼ିଓରେ ମଧ୍ୟ ସ୍ପଷ୍ଟ ଭାବରେ ଦେଖାଯାଉଛି କିପରି ଯାତ୍ରୀଙ୍କୁ ଉଦ୍ଧାର କରୁଛନ୍ତି ରେଳ କର୍ମଚରୀ। ତେବେ ଏମିତି ଘଟଣା ଘଟିଛି ଭଦ୍ରକ ରେଳ ଷ୍ଟେସନ ୨ ନମ୍ବର ପ୍ଲାଟଫର୍ମରେ । ପରେ ଯାତ୍ରୀ ଜଣଙ୍କୁ ସୁରକ୍ଷିତ ଭାବରେ ଟ୍ରେନରେ ଚଢାଇ ଥିଲେ ରେଳ କର୍ମଚାରୀ।

Advertisment

ଅଧିକ ଦେଖନ୍ତୁ:

•    ମାନବିକତା ଦେଖାଇଲେ ରେଳ କର୍ମଚାରୀ 
•    ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ
•    ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ରେଳ କର୍ମଚଚାରୀ
•    ଚଳନ୍ତା ଟ୍ରେନରୁ ଗଳିପଡ଼ିଲେ ଯାତ୍ରୀ
•    ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କଲେ ରେଳ କର୍ମଚଚାରୀ

Railway
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ