Advertisment

Groom Stopped by Protesters During Bandh: ବନ୍ଦ ବେଳେ ଫସିଲେ ‘ବର’, ବରଯାତ୍ରୀ ଗାଡ଼ିକୁ ଅଟକାଇଲେ ବିକ୍ଷୋଭକାରୀ

ବନ୍ଦ ବେଳେ ଫସିଲେ ‘ବର’। ଜୟଦେବ ବିହାର ଛକରେ ହଙ୍ଗାମା। ସୋରରୁ ଖୋର୍ଦ୍ଧା ବିବାହ କରିବାକୁ ଆସିଥିଲେ। ବରଯାତ୍ରୀ ଗାଡ଼ିକୁ ଅଟକାଇଲେ ବିକ୍ଷୋଭକାରୀ।

Bharat Bandh

Bharat Bandh Photograph: (OTV)

Advertisment

ବନ୍ଦ ବେଳେ ଫସିଲେ ‘ବର’। ଜୟଦେବ ବିହାର ଛକରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। ବାଲେଶ୍ବର ସୋରରୁ ଖୋର୍ଦ୍ଧାକୁ ବିବାହ କରିବାକୁ ଆସିଥିଲେ  ଅବଦ୍ଦୁଲ ଫାଇମ୍ ଖାନ୍। ହେଲେ ଜୟଦେବ ବିହାର ଛକରେ ବିକ୍ଷୋଭକାରୀ ଅଟକାଇଥିଲେ। ବେଶ୍ ସମୟ ଯାଏଁ ଘଟଣାସ୍ଥଳରେ ଉତ୍ତେଜନାମୂଳକ ସ୍ଥିତି ଉପୁଜିଥିଲା।

Advertisment

ରାଜଧାନୀ ଭୁବନେଶ୍ବର, କଟକ, ବାଲେଶ୍ବର, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ସମେତ ସାରା ରାଜ୍ୟରେ ବନ୍ଦ ପାଳନ କରାଯାଇଛି। ଆଜି ସକାଳୁ କିଛି ଘଣ୍ଟା ଧରି ଭୁବନେଶ୍ବର ଜୟଦେବ ବିହାର ପ୍ରବଳ ହଙ୍ଗାମା କରିଥିଲେ ବିକ୍ଷୋଭକାରୀ। ଏନଏଚ୍ ୧୬କୁ ବନ୍ଦ କରି ବିକ୍ଷୋଭ କରିଥିଲେ। ବନ୍ଦ ଯୋଗୁଁ କିଛି କିଛି ସ୍ଥାନରେ ଗାଡ଼ି ଚଳାଚଳ ଉପରେ ପ୍ରଭାବ ଦେଖିବାକୁ ମିଳିଛି।

Bharat Bandh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ