Advertisment

State-Level Republic Day Parade: ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସରେ ସ୍ବତନ୍ତ୍ର ଆୟୋଜନ, ଭାଗନେବେ ୧୨ଟି ବିଭାଗର ପ୍ରଜ୍ଞାପନ ମେଢ଼

ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପରେଡ ପାଇଁ ଭୁବନେଶ୍ବର ଲୋୟର ପିଏମଜିରେ ସ୍ବତନ୍ତ୍ର ଆୟୋଜନ ହୋଇଛି। ଏଥର ଗଣତନ୍ତ୍ର ଦିବସ ପରେଡରେ ଭାଗ ନେଉଛନ୍ତି ୫୪ଟି କଣ୍ଟିଜେଣ୍ଟ।

State-Level Republic Day Parade

State-Level Republic Day Parade Photograph: (OTV)

Advertisment

ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପରେଡ ପାଇଁ ଭୁବନେଶ୍ବର ଲୋୟର ପିଏମଜିରେ ସ୍ବତନ୍ତ୍ର ଆୟୋଜନ ହୋଇଛି। ଏଥର ଗଣତନ୍ତ୍ର ଦିବସ ପରେଡରେ ଭାଗ ନେଉଛନ୍ତି ୫୪ଟି କଣ୍ଟିଜେଣ୍ଟ। ଯେଉଁଥିରେ ବିଭିନ୍ନ ୟନିଫର୍ମ ଟ୍ରୁପ, CRPF, OISF ଏବଂ ହୋମଗାର୍ଡ ସିଭିଲ ଡିଫେନ୍ସ ଭଳି କଣ୍ଟିନଜେଣ୍ଟ ସାମିଲ ଅଛନ୍ତି।

Advertisment

ତାସହ ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲ-କଲେଜ ଛାତ୍ରଛାତ୍ରୀ ମଧ୍ୟ ପରେଡରେ ସାମିଲ ହେବେ। ଏଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଦେଖିବାକୁ ମିଳିବ ୧୨ଟି ବିଭାଗର ପ୍ରଜ୍ଞାପନ ମେଢ଼। ସେହିପରି ବିଭିନ୍ନ ଜିଲ୍ଲାର ୫ଟି ଲୋକନୃତ୍ୟ ଓ ଲୋକକଳା ଗ୍ରୁପ ବି ଅଂଶ ଗ୍ରହଣ କରିବେ। କୌଶଳ ପ୍ରଦର୍ଶନ କରିବେ ଡେୟାର ଡେଭିଲ୍ ସହ ସ୍କେଟିଂ ଗ୍ରୁପ।

Republic Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ