Advertisment

CCTV Footage Captures Daring Theft: ପୋଲିସ ଅଫିସରଙ୍କ ମାଆଙ୍କୁ ବି ଛାଡିଲେନି

ପୋଲିସ ଅଫିସର ମାଆଙ୍କଠୁ ଲୁଟ୍। ରାଜଧାନୀରେ ମାତିଲେ ଚେନ୍ ଲୁଟେରା। ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍। ପୋଲିସ ଅଫିସରଙ୍କ ମାଆଙ୍କୁ ଛାଡିଲେନି ଲୁଟେରା। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ସୁନା ଚେନ୍ ଲୁଟ୍।

author-image
Pramod Behera
CCTV Footage Captures Daring Theft

ପୋଲିସ ଅଫିସରଙ୍କ ମାଆଙ୍କୁ ବି ଛାଡିଲେନି Photograph: (OTV)

ରାଜଧାନୀରେ ମାତିଲେ ଚେନ୍ ଲୁଟେରା। ପୋଲିସ ଅଫିସରଙ୍କ ମାଆଙ୍କୁ ବି ଛାଡିଲେନି। ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଆଜି ସକାଳେ ଏହି ଲୁଟ ହୋଇଛି। 

Advertisment


CCTVରେ କଏଦ ହୋଇଛି ଲୁଟ୍ ବେଳର ଦୃଶ୍ୟ। ସିସିଟିଭି ଭିଜୁଆଲ୍ ଆଧାରରେ ଅଧିକ ଖୋଳତାଡ କରୁଛି ପୋଲିସ।

  • ପୋଲିସ ଅଫିସର ମାଆଙ୍କଠୁ ଲୁଟ୍
  • ରାଜଧାନୀରେ ମାତିଲେ ଚେନ୍ ଲୁଟେରା
  • ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍
  • ପୋଲିସ ଅଫିସରଙ୍କ ମାଆଙ୍କୁ ଛାଡିଲେନି ଲୁଟେରା
  • ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ସୁନା ଚେନ୍ ଲୁଟ୍
  • ଲୁଟ୍ ବେଳର ଦୃଶ୍ୟ CCTVରେ କଏଦ
Advertisment
Odisha News Loot Odisha Crime
Advertisment
Advertisment