Advertisment

Sand Art: ପୁରୀ ବେଳାଭୂମିରେ ମାଆ କାଳୀଙ୍କ ବିଶାଳ ବାଲୁକା କଳା

ମାଆ କାଳୀଙ୍କ ବିଶାଳ ବାଲୁକା କଳା। ବାଲୁକା କଳାରେ ଦୀପାବଳିର ଶୁଭେଛା। ପୁରୀ ବେଳାଭୂମିରେ ସୁଦର୍ଶନ ଆଙ୍କିଲେ ‘କାଳୀ’। ହଜାରେ ମାଟି ଦୀପ ବ୍ୟବହାର କରି ମାଆ କାଳୀଙ୍କ ପ୍ରତିକୃତି।

SUDARSHANA

SUDARSHANA Photograph: (OTV)

Advertisment

ମାଆ କାଳୀଙ୍କ ବିଶାଳ ବାଲୁକା କଳା। ବାଲୁକା କଳାରେ ଦୀପାବଳିର ଶୁଭେଛା ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ସୁଦର୍ଶନ ଆଙ୍କିଛନ୍ତି ସୁନ୍ଦର ବାଲୁକା ଚିତ୍ରକଳା। ୧ହଜାର ମାଟି ଦୀପ ବ୍ୟବହାର କରି ମାଆ କାଳୀଙ୍କ ପ୍ରତିକୃତି ତିଆରୀ ହୋଇଛି। 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମ ନିର୍ଭର ଭାରତର ବାର୍ତ୍ତା ମଧ୍ୟ ବାଲୁକା କଳାରେ ପ୍ରଦାନ କରିଛନ୍ତି  ସୁଦର୍ଶନ। ପ୍ରଦୂଷଣ ମୁକ୍ତ ପାଇଁ ସମସ୍ତେ ସବୁଜ ବାଣ ଫୁଟେଇବା ସହ ସୁରକ୍ଷିତ ଭାବେ ବାଣ ଫୁଟାଇବାକୁ ସୁଦର୍ଶନ ଅନୁରୋଧ କରିଛନ୍ତି।

Advertisment

ଅଧିକ ଦେଖନ୍ତୁ:

Sand Art
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ