GAS-CYLINDER-BLAST Photograph: (OTV)
ହୋଟେଲରେ ଫାଟିଲା ଗ୍ୟାସ୍ ସିଲିଣ୍ଡର୍ । ଗଞ୍ଜାମ ଜିଲ୍ଲା ଚିକିଟି ପେଣ୍ଠ ବସଷ୍ଟାଣ୍ଡ ନିକଟରେ ବିସ୍ଫୋରଣ । ହୋଟେଲରେ ରୋଷେଇ ଚାଲିଥିବା ବେଳେ ଘଟିଛି ଅଘଟଣ । ସିଲିଣ୍ଡର ଫାଟି ଦୁଇ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଚିକିଟି ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ପୋଲିସ ଘଟଣାର ତଦନ୍ତ କରୁଛି ।
• ହୋଟେଲରେ ଫାଟିଲା ଗ୍ୟାସ୍ ସିଲିଣ୍ଡର୍
• ଚିକିଟି ପେଣ୍ଠ ବସଷ୍ଟାଣ୍ଡ ନିକଟରେ ବିସ୍ଫୋରଣ
• ହୋଟେଲରେ ରୋଷେଇ ଚାଲିଥିବା ବେଳେ ଅଘଟଣ
• ସିଲିଣ୍ଡର ଫାଟି ଦୁଇ ଜଣ ଗୁରୁତର
• ଦୁଇ ଗୁରୁତର ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/26/gas-cylinder-blast-2025-10-26-12-13-05.jpg)