Advertisment

ସେଲୁନ୍‌ରେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ଜଣେ ଗୁରୁତର

ରାଉରକେଲା ( ସତ୍ୟାନନ୍ଦ ମହାନ୍ତି) : ରାଉରକେଲା ପାନପୋଷରେ ଅଘଟଣ। ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ନିକଟରେ ଥିବା ଏକ ସେଲୁନ୍‌ରେ ଗ୍ୟାସ୍ ସିଲିଣ୍ଡର ଫାଟି ସେଲୁନ୍ ମାଲିକ ଚନ୍ଦନ ଠାକୁର ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି। ସେହିପରି ସେଲୁନ୍ ନିକଟରେ ଥିବା ଅନ୍ୟ ଏକ ଦୋକାନୀ ବି ଏଥିରେ ଆହତ ହୋଇଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ କରୁଛି । ମିଳିଥିବା ସୂଚନା ମୁତାବକ ଚନ୍ଦନ ବେଦବ୍ୟାସରୁ ଗ୍ୟାସ୍ […]

ସେଲୁନ୍‌ରେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ଜଣେ ଗୁରୁତର

blast-3

Advertisment

ରାଉରକେଲା ( ସତ୍ୟାନନ୍ଦ ମହାନ୍ତି) : ରାଉରକେଲା ପାନପୋଷରେ ଅଘଟଣ। ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ନିକଟରେ ଥିବା ଏକ ସେଲୁନ୍‌ରେ ଗ୍ୟାସ୍ ସିଲିଣ୍ଡର ଫାଟି ସେଲୁନ୍ ମାଲିକ ଚନ୍ଦନ ଠାକୁର ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି।

Advertisment

ସେହିପରି ସେଲୁନ୍ ନିକଟରେ ଥିବା ଅନ୍ୟ ଏକ ଦୋକାନୀ ବି ଏଥିରେ ଆହତ ହୋଇଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ କରୁଛି । ମିଳିଥିବା ସୂଚନା ମୁତାବକ ଚନ୍ଦନ ବେଦବ୍ୟାସରୁ ଗ୍ୟାସ୍ ସିଲିଣ୍ଡରକୁ ଘରକୁ ନେବା ପାଇଁ ସେଲୁନ୍‌ରେ ରଖିଥିଲେ। ତେବେ ହଠାତ୍ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା। ଯାହା ପରେ ସେ ସିଲିଣ୍ଡରକୁ ବାହାରକୁ ଫୋପାଡ଼ି ଦେଇଥିଲେ । ଏହି ସମୟରେ ଏହା ବିସ୍ଫୋରଣ କରିଥିଲା। ଘଟଣା ପରେ ପୁଲିସ୍ ପହଞ୍ଚି ଖୋଲତାଡ଼ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ