BJD
Advertisment
ପାରଳାଖେମୁଣ୍ଡି( ଆଦର୍ଶ ଦାସ): ଗଜପତି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ମୋହନା ବିଧାନସଭା ଆସନ ପାଇଁ ତାଙ୍କ ସ୍ତ୍ରୀ ପୂର୍ଣ୍ଣବାସୀ ନାୟକଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି।
Advertisment
ଦଳରେ ଶୃଙ୍ଖଳା ରକ୍ଷା କରିବା ଏବଂ ପରିବାର ରାଜନୀତିର ଅଭିଯୋଗ ନଆସିବା ପୂର୍ବରୁ ସେ ସ୍ୱଇଚ୍ଛାରେ ନିଜ ପଦବୀରୁ ଇସ୍ତଫା ଦେଇଥିବା ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି। ପଦବୀ ଛାଡ଼ିବା ପରେ ଦଳର ଏକ ଶୃଙ୍ଖଳିତ କର୍ମୀ ଭାବେ ନିର୍ବାଚନରେ କାମ କରିବେ ବୋଲି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bjD-11_1626759269.jpg)