sara sarma
Advertisment
ଗଜପତି: କରୋନା ନେଇ ଜନସାଧାରଣଙ୍କୁ ସଚେତନ କରାଇବାକୁ ଗଜପତି ପୋଲିସର ଅଭିନବ ପ୍ରୟାସ। ସଚେତନତା ପାଇଁ ଗଜପତି ପୋଲିସ ପକ୍ଷରୁ ଏକ ଗୀତ ପ୍ରସ୍ତୁତ କରାଯାଇଛି। ଗଜପତି ଏସ୍ପି ସାରା ଶର୍ମା ଏହି ଗୀତକୁ ଉନ୍ମୋଚନ କରିଛନ୍ତି।
Advertisment
ଗୀତଟିକୁ ବୋଲିଛନ୍ତି ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ। କରୋନା ସଂପର୍କରେ ଜନସାଧାରଣଙ୍କୁ ସଚେତନ କରିବାରେ ଗୀତଟି ସହାୟକ ହେବ ବୋଲି କୁହାଯାଇଛି। ଥାନା ଅଧିକାରୀଙ୍କ ଉଦ୍ୟମକୁ ଏସ୍ପି ସାରା ପ୍ରଶଂସା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sara-sarma_1626696405.jpg)