a.v
Advertisment
ନୂଆପଡ଼ା : ପୂର୍ବତନ ରାଜ୍ୟସଭା ସାଂସଦ ଏ.ଭି. ସ୍ୱାମୀଙ୍କ ପରଲୋକ। ନୂଆପଡ଼ା ଖରିଆର ରୋଡ୍ ସ୍ଥିତ ବାସଭବନରେ ଆଜି ୯୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସ୍ୱାମୀ। ମୃତ୍ୟୁ ସମ୍ପର୍କରେ ତାଙ୍କ ପୁଅ ସୁରେଶ ଆଚାରୀ ସୂଚନା ଦେଇଛନ୍ତି ।
Advertisment
୨୦୧୨ରୁ ୨୦୧୮ ମସିହା ଯାଏ ରାଜ୍ୟସଭାରେ ସଦସ୍ୟ ଥିଲେ ସେ । ୧୮ ଜୁଲାଇ ୧୯୨୯ରେ ନବରଙ୍ଗପୁରରେ ଜନ୍ମ ଗ୍ରହଣ କରିଥିଲେ ଏ.ଭି. ସ୍ୱାମୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/a_1626688733.jpg)