/odishatv-khabar/media/media_files/2026/02/08/vikram-panda-pitabas-panda-case-2026-02-08-15-36-54.jpg)
ପୀତବାସ ପଣ୍ଡା ହତ୍ୟା ମାମଲାରେ ମୋତେ ଫସେଇ ଦିଆଯାଇଛି ବୋଲି କହିଲେ ବିକ୍ରମ ପଣ୍ଡା Photograph: (OTV)
ପୀତବାସ ପଣ୍ଡା ହତ୍ୟା ମାମଲାରେ ମୋତେ ଫସେଇ ଦିଆଯାଇଛି ବୋଲି କହିଛନ୍ତି ବିକ୍ରମ ପଣ୍ଡା। ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ବ୍ରହ୍ମପୁର ଜେଲରେ ଅସୁସ୍ଥ ହୋଇପଡିଥିଲେ। ଚିକିତ୍ସା ପାଇଁ ବିକ୍ରମ ପଣ୍ଡାଙ୍କୁ MKCG ମେଡିକାଲ୍ ନେବାବେଳେ ବିକ୍ରମ ଗଣମାଧ୍ୟମକୁ କହିଛନ୍ତି ଯେ ‘ମୁଁ ନିର୍ଦ୍ଦୋଷ, ଅଯଥାରେ ଉଦ୍ଦେଶ୍ୟମୂଳକ ଭାବେ ଫସା ଯାଇଛି।
Advertisment
ମୋତେ ଓ ବିଜେଡିକୁ ବଦନାମ କରିବାକୁ ଉଦ୍ୟମ କରାଯାଉଛି। ରାଜନୈତିକ ଉଦ୍ଦେଶ୍ୟ ରଖି ଏସବୁ କରାଯାଉଛି ବୋଲି କହିଛନ୍ତି ବିକ୍ରମ। ଏପରିକି ୪ ମାସ ହେଲା ଜେଲ୍ ଭିତରେ ବି ଅସୁବିଧା କରାଯାଉଛି। ତେବେ ନ୍ୟାୟପାଳିକା ଉପରେ ପୂରା ଭରସା ରହିଛି, ନ୍ୟାୟ ପାଇବି ବୋଲି କହିଛନ୍ତି। ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲ୍ ରେ ଅଛନ୍ତି ବିକ୍ରମ ପଣ୍ଡା।
- ମୋତେ ଫସାଯାଇଛି- ବିକ୍ରମ ପଣ୍ଡା
- ମୋତେ ଫସେଇ ଦିଆଯାଇଛି କହିଲେ ବିକ୍ରମ ପଣ୍ଡା
- ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲରେ ଅଛନ୍ତି ବିକ୍ରମ
- ‘ମୁଁ ନିର୍ଦ୍ଦୋଷ, ଅଯଥାରେ ଉଦ୍ଦେଶ୍ୟମୂଳକ ଭାବେ ଫସା ଯାଇଛି’
- ‘ମୋତେ ଓ ବିଜେଡିକୁ ବଦନାମ କରିବାକୁ ଉଦ୍ୟମ କରାଯାଉଛି’
- ରାଜନୈତିକ ଉଦ୍ଦେଶ୍ୟ ରଖି ଏସବୁ କରାଯାଉଛି- ବିକ୍ରମ ପଣ୍ଡା
- ‘୪ ମାସ ହେଲା ଜେଲ୍ ଭିତରେ ବି ଅସୁବିଧା କରାଯାଉଛି’
- ‘ନ୍ୟାୟପାଳିକା ଉପରେ ପୂରା ଭରସା ରହିଛି, ନ୍ୟାୟ ପାଇବି’
- ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ବ୍ରହ୍ମପୁର ଜେଲରେ ଅସୁସ୍ଥ
- ଚିକିତ୍ସା ପାଇଁ ବିକ୍ରମ ପଣ୍ଡାଙ୍କୁ MKCG ମେଡିକାଲ ନିଆଗଲା
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)