/odishatv-khabar/media/media_files/2026/02/08/former-mla-bikram-panda-unwell-2026-02-08-13-57-44.jpg)
ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଅସୁସ୍ଥ, Photograph: (OTV)
ବିକ୍ରମ ପଣ୍ଡା ଅସୁସ୍ଥ। ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ବ୍ରହ୍ମପୁର ଜେଲ୍ ରେ ଅସୁସ୍ଥ। ଚିକିତ୍ସା ପାଇଁ ବିକ୍ରମ ପଣ୍ଡାଙ୍କୁ MKCG ମେଡିକାଲ୍ ନିଆଗଲା। କଡ଼ା ସୁରକ୍ଷା ବଳୟରେ ଜେଲ୍ ରୁ ମେଡିକାଲ୍ ନିଆଗଲା। ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲ୍ ରେ ଅଛନ୍ତି ବିକ୍ରମ ପଣ୍ଡା।
Advertisment
- ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ବ୍ରହ୍ମପୁର ଅସୁସ୍ଥ
- ଚିକିତ୍ସା ପାଇଁ ବିକ୍ରମ ପଣ୍ଡାଙ୍କୁ MKCG ମେଡିକାଲ୍ ନିଆଗଲା
- କଡ଼ା ସୁରକ୍ଷା ବଳୟରେ ଜେଲ୍ ରୁ ମେଡିକାଲ୍ ନିଆଗଲା
- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲ୍ ରେ ଅଛନ୍ତି ବିକ୍ରମ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)