Advertisment

ବିଦ୍ୟୁତ୍‌ ଖୁଣ୍ଟରୁ ବାହାରିଲା ନିଆଁ

ଜୟପୁର : ବିଦ୍ୟୁତ୍‌ ଖୁଣ୍ଟରୁ ବାହାରିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ସାଧାରଣ ଲୋକ। ଆଜି ଜୟପୁର ସହରରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟରେ ହଠାତ୍ ନିଆଁ ବାହାରିଲା। ଜୋରରେ ନିଆଁ ଜଳିବାରେ ଲାଗିଥିଲା । ପ୍ରାୟ ଅଧ ଘଣ୍ଟା ଧରି ଏଭଳି ନିଆଁ ବାହାରିବାରୁ ସେହି ରାସ୍ତାରେ ଯିବାଆସିବା କରୁଥିବା ଲୋକ ଭୟଭୀତ ହୋଇପଡିଥିଲେ। ଏହା ଦେଖି ଆଖପାଖରେ ରହୁଥିବା ଲୋକେ ମଧ୍ୟ ଆତଙ୍କିତ ହୋଇପଡିଥିଲେ । ବିଦ୍ୟୁତ୍‌ ଖୁଣ୍ଟଟି ଥିବା ସ୍ଥାନ ଜନଗହଳିପୂର୍ଣ୍ଣ ହୋଇଥିବାରୁ ଏପରି […]

ବିଦ୍ୟୁତ୍‌ ଖୁଣ୍ଟରୁ ବାହାରିଲା ନିଆଁ

fire

Advertisment

ଜୟପୁର : ବିଦ୍ୟୁତ୍‌ ଖୁଣ୍ଟରୁ ବାହାରିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ସାଧାରଣ ଲୋକ। ଆଜି ଜୟପୁର ସହରରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟରେ ହଠାତ୍ ନିଆଁ ବାହାରିଲା।

Advertisment

ଜୋରରେ ନିଆଁ ଜଳିବାରେ ଲାଗିଥିଲା । ପ୍ରାୟ ଅଧ ଘଣ୍ଟା ଧରି ଏଭଳି ନିଆଁ ବାହାରିବାରୁ ସେହି ରାସ୍ତାରେ ଯିବାଆସିବା କରୁଥିବା ଲୋକ ଭୟଭୀତ ହୋଇପଡିଥିଲେ।

ଏହା ଦେଖି ଆଖପାଖରେ ରହୁଥିବା ଲୋକେ ମଧ୍ୟ ଆତଙ୍କିତ ହୋଇପଡିଥିଲେ । ବିଦ୍ୟୁତ୍‌ ଖୁଣ୍ଟଟି ଥିବା ସ୍ଥାନ ଜନଗହଳିପୂର୍ଣ୍ଣ ହୋଇଥିବାରୁ ଏପରି ନିଆଁ ଲାଗିବା ଦୃଶ୍ୟ ଛାତି ଥରେଇ ଦେଇଥିଲା। ଜୋରରେ ବିସ୍ଫୋରଣ ହୋଇଥିଲା। ଫଳରେ ସାଧାରଣ ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ