12
Advertisment
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଅଗ୍ନିକାଣ୍ଡ ଲାଗି ବହୁ କ୍ଷୟକ୍ଷତି ହୋଇଛି। ଏହାର ପ୍ରାଶାସନିକ ବିଲ୍ଡିଂରେ ନିଆଁ ଲାଗିଛି। ତେବେ ଅଗ୍ନିକାଣ୍ଡରେ କେତେ କ’ଣ କ୍ଷୟକ୍ଷତି ହୋଇଛି, ତାହାର ସ୍ପଷ୍ଟ ସୂଚନା ମିଳି ନାହିଁ। ଏହା ସହ କେଉଁ କାରଣରୁ ନିଆଁ ଲାଗିଛି, ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ।
Advertisment
ଯୁକ୍ତ ଦୁଇ ଖାତା ଦେଖା ଚାଲିଥିବା ବେଳେ ଏହି ନିଆଁ ଲାଗିଛି। କୋଠା ଭିତରେ କିଛି ଅଧ୍ୟାପକ ଫସି ରହିଥିବା ମଧ୍ୟ ସୂଚନା ମିଳିଛି। ନିଆଁ ଲିଭାଇବାକୁ ଦମଦଳ ବାହିନୀ ଉଦ୍ୟମ ଜାରି ରଖିଛି। ବିଦ୍ୟୁତ ବିଭାଗ ଟିମ୍ ମଧ୍ୟ ସେମାନଙ୍କୁ ସାହାଯ୍ୟ କରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/12_1626424282.jpg)