Advertisment

ତୁଟିଲା ଶାରଳା ମନ୍ଦିର ବଡ଼ପଣ୍ଡା ବିବାଦ

ଜଗତସିଂହପୁର: ଶାରଳା ମନ୍ଦିର ବଡ଼ପଣ୍ଡା ବିବାଦର ସମାଧାନ ହୋଇଛି। ଜିଲ୍ଳାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ହସ୍ତକ୍ଷେପ ପରେ ସାମୟିକ ଭାବେ ଏହି ବିବାଦରେ ପୂର୍ଣ୍ଣଛେଦ ଲାଗିଛି। ପାଳି ଅନୁଯାୟୀ ସେବାପୂଜା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଦେବୋତ୍ତର ଅତିରିକ୍ତ କମିଶନଙ୍କ ଯାହା ନିର୍ଦ୍ଦେଶ ରହିଛି ତାକୁ ମାନିବାକୁ ଜିଲ୍ଲାପାଳ କହିଛନ୍ତି। ଯଦି, ସେବାପୂଜାରେ ବ୍ୟାହତ ହୁଏ, ତେବେ ବଡ଼ପଣ୍ଡା ବ୍ୟବସ୍ଥା ଉଚ୍ଛେଦ ନେଇ ଚେତାବନୀ ଦେଇଛନ୍ତି ଜିଲ୍ଳାପାଳ। ଖାଲି ସେତିକି ନୁହେଁ, ଆବଶ୍ୟକ ପଡ଼ିଲେ ଜନମତ ନିଆଯାଇ […]

ତୁଟିଲା ଶାରଳା ମନ୍ଦିର ବଡ଼ପଣ୍ଡା ବିବାଦ

Sarala Temple

Advertisment

ଜଗତସିଂହପୁର: ଶାରଳା ମନ୍ଦିର ବଡ଼ପଣ୍ଡା ବିବାଦର ସମାଧାନ ହୋଇଛି। ଜିଲ୍ଳାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ହସ୍ତକ୍ଷେପ ପରେ ସାମୟିକ ଭାବେ ଏହି ବିବାଦରେ ପୂର୍ଣ୍ଣଛେଦ ଲାଗିଛି। ପାଳି ଅନୁଯାୟୀ ସେବାପୂଜା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଦେବୋତ୍ତର ଅତିରିକ୍ତ କମିଶନଙ୍କ ଯାହା ନିର୍ଦ୍ଦେଶ ରହିଛି ତାକୁ ମାନିବାକୁ ଜିଲ୍ଲାପାଳ କହିଛନ୍ତି।

Advertisment

ଯଦି, ସେବାପୂଜାରେ ବ୍ୟାହତ ହୁଏ, ତେବେ ବଡ଼ପଣ୍ଡା ବ୍ୟବସ୍ଥା ଉଚ୍ଛେଦ ନେଇ ଚେତାବନୀ ଦେଇଛନ୍ତି ଜିଲ୍ଳାପାଳ। ଖାଲି ସେତିକି ନୁହେଁ, ଆବଶ୍ୟକ ପଡ଼ିଲେ ଜନମତ ନିଆଯାଇ ପଦ ଉଚ୍ଛେଦ କରାଯିବ ଜିଲ୍ଲାପାଳ  ଚେତାବନୀ ଦେଇଛନ୍ତି।ବୈଠକରେ ଜିଲ୍ଳାପାଳ, ଏସ୍‌ପି, ଉପଜିଲ୍ଲାପାଳ ଏବଂ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ।

ମାଆ ଶାରଳା ବଡ଼ପଣ୍ଡା ଭାବେ ପ୍ରାଜ୍ଞାଦୀପ୍ତ ପଣ୍ଡା ଦାୟିତ୍ୱ ତୁଲାଇ ଆସୁଥିଲେ। ତେବେ ବଡ଼ପଣ୍ଡା ପରିବାରର ସଦସ୍ୟ ରଞ୍ଜନ ପଣ୍ଡା ଏହାକୁ ବିରୋଧ କରି ଦେବତ୍ତୋର କମିଶନଙ୍କ ଦ୍ୱାରସ୍ତ ହୋଇଥିଲେ। ଯାହାର ଶୁଣାଣି କରି ଉଭୟଙ୍କୁ ପୂଜା କରିବାକୁ ଅନୁମତି ଦେଇଥିଲେ କମିଶନ୍।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ