Advertisment

ଶଳାର ଯୌନାଙ୍ଗ କାଟିଦେଲେ ଭିଣୋଇ

ନୀଳଗିରି : ପାରିବାରିକ କଳହରୁ ଆକ୍ରମଣ। ଶଳାର ଯୌନାଙ୍ଗ କାଟିଦେଲେ ଭିଣୋଇ।  ନୀଳଗିରିର ସଜନାଗଡ ପଂଚାୟତର କୁସୁମିଆଁ ଗାଁର କହ୍ନେଇ ରଣସିହା ଓ ରାଜୁ ଖାଲପାଲୁଆ ନିକଟସ୍ଥ ଗାଁକୁ ଯାଇଥିବା ବେଳେ କୌଣସି କାରଣକୁ ନେଇ ତାଙ୍କ ଭିତରେ ଝଗଡ଼ା ହୋଇଥିଲା।  ଏଥିରେ ଉତ୍ତ୍ୟକ୍ତ ହୋଇ ଭିଣୋଇ କହ୍ନେଇ ରଣସିହା,  ରାଜୁ ଖାଲପାଲୁଆଙ୍କ ଯୌନାଙ୍ଗ କାଟି ଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ରାଜୁଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ନୀଳଗିରି ଥାନାରେ […]

ଶଳାର ଯୌନାଙ୍ଗ କାଟିଦେଲେ ଭିଣୋଇ

a.v

Advertisment

ନୀଳଗିରି : ପାରିବାରିକ କଳହରୁ ଆକ୍ରମଣ। ଶଳାର ଯୌନାଙ୍ଗ କାଟିଦେଲେ ଭିଣୋଇ।  ନୀଳଗିରିର ସଜନାଗଡ ପଂଚାୟତର କୁସୁମିଆଁ ଗାଁର କହ୍ନେଇ ରଣସିହା ଓ ରାଜୁ ଖାଲପାଲୁଆ ନିକଟସ୍ଥ ଗାଁକୁ ଯାଇଥିବା ବେଳେ କୌଣସି କାରଣକୁ ନେଇ ତାଙ୍କ ଭିତରେ ଝଗଡ଼ା ହୋଇଥିଲା।  ଏଥିରେ ଉତ୍ତ୍ୟକ୍ତ ହୋଇ ଭିଣୋଇ କହ୍ନେଇ ରଣସିହା,  ରାଜୁ ଖାଲପାଲୁଆଙ୍କ ଯୌନାଙ୍ଗ କାଟି ଦେଇଥିବା ଅଭିଯୋଗ ହୋଇଛି ।

Advertisment

ଗୁରୁତର ଅବସ୍ଥାରେ ରାଜୁଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ନୀଳଗିରି ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ