5
Advertisment
କୋରାପୁଟ: କୋରାପୁଟ ବୋରିଗୁମ୍ମାର ବଜାରରରେ ବିଭିନ୍ନ ରକମର ଆମ୍ବ ମିଳୁଛି। ବୋରିଗୁମ୍ମା ଅଞ୍ଚଳର ଆଦିବାସୀ ଚାଷୀଙ୍କ ଛୋଟ ବଡ଼ ବଗିଚାରୁ ଆସିଥିବା ଲେଙ୍ଗଡ଼ା, ଆମ୍ରପାଲି, ଆଖୁରସ, ସିନ୍ଦୁରି, ମଲ୍ଲିକା, ଦଶରୀ ଓ ବାଇଗଣପଲି ଭଳି ଅନେକ ପ୍ରକାରର ସ୍ୱାଦିଷ୍ଟ ଆମ୍ବ ଗ୍ରାହକ କିଣି ନେଉଛନ୍ତି।
Advertisment
ତେବେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ବର୍ଷାର ପରିମାଣ କମିଯାଇଥିବା ଯୋଗୁ ଆମ୍ବର ପରିମାଣ କମିଯାଇଛି ବୋଲି ଆମ୍ବ ଚାଷୀ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/5_1626430020.jpg)