Advertisment

ଲକଡାଉନ୍‌ରେ ବୁଲିବାକୁ ତିଆରି ଚାଲିଥିଲା ଫେକ୍‌ ପାସ୍‌

ଲକ୍ ଡାଉନ୍ ପାଇଁ ଜାଲ ପରିଚୟପତ୍ର ପ୍ରସ୍ତୁତ କରୁଥିବା ଅଭିଯୋଗରେ ଜଣେ ଗିରଫ। ଲକ୍ ଡାଉନରେ ବୁଲିବାକୁ ବ୍ୟକ୍ତି ଜଣକ ଜାଲିଆତି କରି କୋଭିଡ ପାସ୍ ତିଆରି କରୁଥିଲେ

author-image
Sarbeswar
ଅଦ୍ୟତନ ହୋଇଛି
ଲକଡାଉନ୍‌ରେ ବୁଲିବାକୁ ତିଆରି ଚାଲିଥିଲା ଫେକ୍‌ ପାସ୍‌

lockdown

  • ଲକଡାଉନ୍‌ ଗଳାବାଟ ପାଇଁ ତିଆରି ଚାଲିଥିଲା ଫେକ୍ ପାସ୍
  • ଭୁବନେଶ୍ୱର ଡମଣା ମାର୍କେଟରେ ଚଢ଼ାଉ କରି ଧରିଲା ପୋଲିସ
  • ଫେକ୍ ଆଇକାର୍ଡ ତିଆରି କରି ଲୋକଙ୍କୁ ବିକିବା ଅଭିଯୋଗ
  • ୫୦ ଟଙ୍କାରେ ଆଇ କାର୍ଡ ବିକ୍ରି କରିବା ଅଭିଯୋଗ, ଜଣେ ଗିରଫ
  • ବିଭିନ୍ନ କଂପାନୀର ଲୋଗୋ ଲଗାଇ ମନଇଚ୍ଛା ବିକୁଥିଲା ଅଭିଯୁକ୍ତ
Advertisment

ଭୁବନେଶ୍ୱର: ଲକ୍ ଡାଉନ୍ ପାଇଁ ଜାଲ ପରିଚୟପତ୍ର ପ୍ରସ୍ତୁତ କରୁଥିବା ଅଭିଯୋଗରେ ଜଣେ ଗିରଫ। ଲକ୍ ଡାଉନରେ ବୁଲିବାକୁ ବ୍ୟକ୍ତି ଜଣକ ଜାଲିଆତି କରି କୋଭିଡ ପାସ୍ ତିଆରି କରୁଥିଲେ। ଫେକ୍ ଆଇ କାର୍ଡ ତିଆରି କରିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ। ଅଭିଯୁକ୍ତକୁ ଗିରଫ କରିବା ପରେ ତନାଘନା ଚାଲିଛି। ବିଭିନ୍ନ କଂପାନୀ ଲୋଗୋ ଲଗାଇ ଫେକ୍ କାର୍ଡ ତିଆରି କରୁଥିଲା ଅଭିଯୁକ୍ତ।

Advertisment
Advertisment