Advertisment

ଛାତ୍ରଙ୍କୁ ନାସା ପ୍ରତିଯୋଗିତା ପାଇଁ ମନୋନୀତ ଖବର ମିଛ

ଅନୁଗୁଳ : ଅନୁଗୁଳର ଏକ ଘରୋଇ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ନାସା ସ୍ପେସ୍ ସେଟେଲମେଣ୍ଟ ପ୍ରତିଯୋଗିତା ପାଇଁ ମନୋନୀତ ଖବର ସମ୍ପୂର୍ଣ୍ଣ ଜାଲ୍। ନାସା ପକ୍ଷରୁ ଏଭଳି କୌଣସି ସୂଚନା ଆସିନଥିଲା,ବରଂ ଏହା ପୁରାପୁରି ନକଲି ବୋଲି ସ୍ପଷ୍ଟ କରିଛି ପୁଲିସ। ସେପଟେ ଘଟଣା ପଛରେ ଜଣେ ନାବାଳକର ଭୂମିକା ଥିବା କହି ଘଟଣାର ତଦନ୍ତ ଜାରି ରହିଥିବା ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ। ଅନୁଗୁଳର ଛାତ୍ର ଶୁଭ୍ରାଂଶୁ ନାୟକ ତାଙ୍କ ପ୍ରୋଜେକ୍ଟ ମ୍ୟାଭିକ୍ ପାଇଁ  […]

ଛାତ୍ରଙ୍କୁ ନାସା ପ୍ରତିଯୋଗିତା ପାଇଁ ମନୋନୀତ ଖବର ମିଛ

nasa 2

Advertisment

ଅନୁଗୁଳ : ଅନୁଗୁଳର ଏକ ଘରୋଇ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ନାସା ସ୍ପେସ୍ ସେଟେଲମେଣ୍ଟ ପ୍ରତିଯୋଗିତା ପାଇଁ ମନୋନୀତ ଖବର ସମ୍ପୂର୍ଣ୍ଣ ଜାଲ୍। ନାସା ପକ୍ଷରୁ ଏଭଳି କୌଣସି ସୂଚନା ଆସିନଥିଲା,ବରଂ ଏହା ପୁରାପୁରି ନକଲି ବୋଲି ସ୍ପଷ୍ଟ କରିଛି ପୁଲିସ।

Advertisment

publive-imageସେପଟେ ଘଟଣା ପଛରେ ଜଣେ ନାବାଳକର ଭୂମିକା ଥିବା କହି ଘଟଣାର ତଦନ୍ତ ଜାରି ରହିଥିବା ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ। ଅନୁଗୁଳର ଛାତ୍ର ଶୁଭ୍ରାଂଶୁ ନାୟକ ତାଙ୍କ ପ୍ରୋଜେକ୍ଟ ମ୍ୟାଭିକ୍ ପାଇଁ  ନାସା ସ୍ପେସ୍ ସେଟଲମେଣ୍ଟ ପ୍ରତିଯୋଗିତା ଲାଗି ମନୋନୀତ ହୋଇଥିବା ନେଇ ଜି-ମେଲରେ ସୂଚନା ଆସିଥିବା ଜଣାପଡ଼ିଥିଲା। ପରେ ଏ ଖବର ଗଣମାଧ୍ୟମରେ ପ୍ରଚାର ପ୍ରସାର ସହ ଶୁଭ୍ରାଂଶୁଙ୍କୁ ଚାରିଆଡୁ ପ୍ରଶଂସା ଓ ସହାୟତାର ସୁଅ ଛୁଟିଥିଲା। ହେଲେ ତାହା ଜାଲ୍ ବୋଲି ସ୍ପଷ୍ଟ ହୋଇଛି।

ଏହାସହ ମଧ୍ୟ ପଢ଼ନ୍ତୁ : କୁନି ବୈଜ୍ଞାନିକଙ୍କୁ ମିଳିଲା ନାସାରୁ ନିମନ୍ତ୍ରଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ