Fake Currency Photograph: (OTV)
ସୁବର୍ଣ୍ଣପୁର ଜିଲ୍ଲା ବିନିକାରୁ ବିପୁଳ ପରିମାଣର ଜାଲ୍ ନୋଟ୍ ଜବତ । ୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଜାଲ୍ ନୋଟ୍ ଜବତ କଲା ପୋଲିସ । ଜବତ ଜାଲ୍ ନୋଟ୍ ସବୁ ୫୦୦ ଟଙ୍କିଆ ନୋଟ୍। ମାମଲାରେ ୩ ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ୩ଟି ମୋବାଇଲ୍ ଜବତ ହୋଇଛି । ଅଭିଯୁକ୍ତମାନେ ୨ ଲକ୍ଷର ଜାଲ୍ ନୋଟ୍ ମାର୍କେଟକୁ ଛାଡ଼ିଥିବା ଏସପି ସୂଚନା ସୂଚନା ଦେଇଛନ୍ତି । ତେବେ କେଉଁଠୁ ଏ ଜାଲ୍ ନୋଟ୍ ଆସିଥିଲା, କେଉଁ କେଉଁ ସହରକୁ ଜାଲ୍ ନୋଟ୍ ଚେର ଲମ୍ବିଛି ଏବଂ କିଏ ଏହାର ମାଷ୍ଟରମାଇଣ୍ଡ ସେନେଇ ତନାଘନା ଚଳାଇଛି ପୋଲିସ ।
• ୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଜାଲ୍ ନୋଟ୍ ଜବତ
• ବିନିକାରୁ ଜବତ ହେଲା ବିପୁଳ ଜାଲ୍ ନୋଟ୍
• ଜବତ ଜାଲ୍ ନୋଟ୍ ସବୁ ୫୦୦ ଟଙ୍କିଆ
• ୩ ଜଣ ଗିରଫ, ୩ଟି ମୋବାଇଲ୍ ଜବତ
• ୨ ଲକ୍ଷର ଜାଲ୍ ନୋଟ୍ ମାର୍କେଟକୁ ଛାଡ଼ିଥିବା ସୂଚନା
• କେଉଁଠୁ ଆସିଥିଲା ଜାଲ୍ ନୋଟ୍ ?
• କେଉଁ ସହରକୁ ଲମ୍ବିଛି ଜାଲ୍ ନୋଟ୍ ଚେର ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/26/fake-currency-2025-10-26-12-48-41.jpg)