Advertisment

Malkangiri Zilla Parishad Chairperson: ଜିଲ୍ଲା ପରିଷଦ ଅଧ୍ୟକ୍ଷା ନାଁରେ ସାଙ୍ଘାତିକ ଅଭିଯୋଗ: ବର୍ଷିଲା ବହୁଜନ ସମାଜବାଦୀ ପାର୍ଟି

ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନାଁରେ ସାଙ୍ଘାତିକ ଅଭିଯୋଗ। ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ନିର୍ବାଚନ ଲଢ଼ିଥିବା ଅଭିଯୋଗ। ଅଭିଯୋଗ ଆଣି ବର୍ଷିଲା ବହୁଜନ ସମାଜବାଦୀ ପାର୍ଟି।

MALKANAGIRI-ALLIGATION

MALKANAGIRI-ALLIGATION Photograph: (OTV)

Advertisment

ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ। ଜାଲ ଜାତିଗତ ପ୍ରମାଣପତ୍ର ଦେଇ ନିର୍ବାଚନ ଲଢ଼ିଥିବା ଅଭିଯୋଗ ଆଣିଲା ବହୁଜନ ସମାଜବାଦୀ ପାର୍ଟି। ସମାରି ଟାଙ୍ଗୁଲଙ୍କ ବାପାଙ୍କ ଜମି ପଟ୍ଟାରେ ସାଧାରଣ ବର୍ଗ ଦର୍ଶାଯାଇଥିବା ବେଳେ କିପରି ଜଣେ ଅଣ ଆଦିବାସୀ ମହିଳା ଆଦିବାସୀ ପ୍ରମାଣପତ୍ର ପାଇଲେ ବୋଲି ପ୍ରଶ୍ନ ଉଠାଇଛନ୍ତି। ଜାଲ ଜାତିଗତ ପ୍ରମାଣ ପତ୍ର ଦାଖଲ କରି ଦୀର୍ଘ ବର୍ଷ ଧରି ସାମ୍ବିଧାନିକ ପଦବୀରେ ରହି ଆସୁଥିବା ଅଭିଯୋଗ ଆଣିଛନ୍ତି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

Advertisment


•    ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନାଁରେ ସାଙ୍ଘାତିକ ଅଭିଯୋଗ
•    ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ନିର୍ବାଚନ ଲଢ଼ିଥିବା ଅଭିଯୋଗ
•    ଅଭିଯୋଗ ଆଣି ବର୍ଷିଲା ବହୁଜନ ସମାଜବାଦୀ ପାର୍ଟି
•    ଅଧ୍ୟକ୍ଷା ସମାରି ଟାଙ୍ଗୁଲଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି 
•    ଅଭିଯୋଗକୁ ଖଣ୍ଡନ କଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା

Malkangiri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ