Advertisment

ଗର୍ଜିଲା ଛାତ୍ର କଂଗ୍ରେସ୍‌

ଭୁବନେଶ୍ୱର : ଭୁବନେଶ୍ୱରରେ ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି, ପେଲାଠେଲା। ବେକାରୀ ସମସ୍ୟା ବିରୋଧରେ ଅାନ୍ଦୋଳନ ବେଳେ ଧସ୍ତାଧସ୍ତି ହୋଇଛି। ଲୋୟର ପିଏମ୍‌ଜିରେ ବିକ୍ଷୋଭ କରୁଥିଲେ ଛାତ୍ର କଂଗ୍ରେସ କର୍ମୀ। ବିଧାନସଭା ଅାଡ଼କୁ ଯିବାବେଳେ ୫୦ କର୍ମୀଙ୍କୁ  ପୁଲିସ୍ ଅଟକାଇଥିଲେ। ଅଟକାଇବାବେଳେ ପୁଲିସ  ସହ ଧସ୍ତାଧସ୍ତି ହୋଇଥିଲେ। ଉଭୟ ରାଜ୍ୟ ଓ ଦେଶରେ ବେକାରୀ ସମସ୍ୟା ଦିନକୁ ଦିନ ତୀବ୍ର ହେଉଥିବାରୁ କଂଗ୍ରେସ ଏହାର ପ୍ରତିବାଦ କରିଛି। ଏହା କେବଳ ଟ୍ରେଲର, ଅାଗକୁ […]

author-image
Otv Khabar Bureau
ଗର୍ଜିଲା ଛାତ୍ର କଂଗ୍ରେସ୍‌

congress clash

ଭୁବନେଶ୍ୱର : ଭୁବନେଶ୍ୱରରେ ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି, ପେଲାଠେଲା। ବେକାରୀ ସମସ୍ୟା ବିରୋଧରେ ଅାନ୍ଦୋଳନ ବେଳେ ଧସ୍ତାଧସ୍ତି ହୋଇଛି। ଲୋୟର ପିଏମ୍‌ଜିରେ ବିକ୍ଷୋଭ କରୁଥିଲେ ଛାତ୍ର କଂଗ୍ରେସ କର୍ମୀ।

Advertisment

publive-imageବିଧାନସଭା ଅାଡ଼କୁ ଯିବାବେଳେ ୫୦ କର୍ମୀଙ୍କୁ  ପୁଲିସ୍ ଅଟକାଇଥିଲେ। ଅଟକାଇବାବେଳେ ପୁଲିସ  ସହ ଧସ୍ତାଧସ୍ତି ହୋଇଥିଲେ। ଉଭୟ ରାଜ୍ୟ ଓ ଦେଶରେ ବେକାରୀ ସମସ୍ୟା ଦିନକୁ ଦିନ ତୀବ୍ର ହେଉଥିବାରୁ କଂଗ୍ରେସ ଏହାର ପ୍ରତିବାଦ କରିଛି। ଏହା କେବଳ ଟ୍ରେଲର, ଅାଗକୁ ସାରା ଦେଶରେ ବିରୋଧ ଜାରି ରହିବ ବୋଲି ଦଳ କହିଛି।

Advertisment
Advertisment