Advertisment

Excise Raid: ବାରରେ ଏକ୍ସପାରୀ ମଦ ବିକ୍ରି, ଅବକାରୀ ବିଭାଗର ରେଡ୍

ବାରରେ ଅବକାରୀ ବିଭାଗର ରେଡ୍। ଏକ୍ସପାଏରୀ ମଦ ବିକ୍ରି ଅଭିଯୋଗରେ ଚଢାଉ। ବଲାଙ୍ଗୀର ହୋଟେଲ ଇନ୍ଦ୍ରପ୍ରସ୍ଥର ବାରରେ ରେଡ୍। ବାରକୁ ପଚାଶ ହଜାର ଟଙ୍କା ଫାଇନ।

Bar

Bar Photograph: (OTV)

Advertisment

ବାରରେ ଏକ୍ସପାରୀ ମଦ ବିକ୍ରି ଅଭିଯୋଗ। ଚଢାଉ କଲା ଅବକାରୀ ବିଭାଗ ଟିମ୍। ବଲାଙ୍ଗୀର ରେଲୱେ ଷ୍ଟେସନ ରୋଡ଼ରେ ଥିବା ହୋଟେଲ ଇନ୍ଦ୍ରପ୍ରସ୍ଥର ବାରରେ ଏକ୍ସପାଏରୀ ମଦ ବିକ୍ରୀ ନେଇ ଗ୍ରାହକ ମାନେ ଅଭିଯୋଗ କରିଥିଲେ। 

Advertisment

ଅଭିଯୋଗ ପରେ ରେଡ କରି ଏକ୍ସପାଏରୀ ବିଅର ପେଟିକୁ ସିଜ୍ କରିବା ସହିତ ବାର ମାଲିକଙ୍କ ନାଁରେ ଏସ. ଆଇ. ଆର ବା ସିଭିଅର ଇରେଗୁଲାରିଟି ରିପୋର୍ଟ କରିଛି ଅବକାରୀ ବିଭାଗ। ଏହି ସବୁ ମଦ ସୋନପୁରର ସରକାରୀ ଇଂରାଜି ମଦ ଗୋଦାମରୁ ଅଣାଯାଇଥିବା କାଗଜପତ୍ରରୁ ସ୍ପଷ୍ଟ ଜଣାପଡିଛି।

Excise Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ