14
Advertisment
ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକରେ ହାତୀ ଆତଙ୍କ ଦେଖାଦେଇଛି। ହାତୀପଲ କୋନାବିରା, ପେଣ୍ଡରାବନ, ବିଲେଇଅଞ୍ଚର, ଝାକ୍ରିପଡ଼ା ଗାଁକୁ ଚାଲି ଆସିଛନ୍ତି।
Advertisment
ଗାଁକୁ ହାତୀପଲ ଚାଲିଆସିଥିବାରୁ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ୨୮ଟି ହାତୀ ଗାଁ ନିକଟକୁ ଚାଲି ଆସିଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ବିଦ୍ୟୁତ କାଟ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/14_1626424293.jpg)