leave3
Advertisment
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅନ୍ତର୍ଗତ ଗୋଡ଼ା ଗାଁରେ ହାତୀ ଉପଦ୍ରବ। ଗତକାଲି ରାତିରେ ହାତୀ ପଶି ଘରଦ୍ୱାର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି।
Advertisment
ଉକ୍ତ ଗ୍ରାମର ବଟକୃଷ୍ଣ ଖୁଣ୍ଟିଆ ଓ ମାଧବ ପାଇକରାୟଙ୍କ କଦଳୀ ବଗିଚା ସଂପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି। ହାତୀ ପଲ ଏହାସହ ତାଙ୍କ ଘର ପାଚେରୀ ମଧ୍ୟ ଭାଙ୍ଗି ଦେଇଛନ୍ତି। ଫଳରେ ବହୁ କଦଳୁଈ ଗଛ ନଷ୍ଟ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/leave3_1626338806.jpg)