Advertisment

ଡୁଙ୍ଗୁରି ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର

କଳାହାଣ୍ଡି(ରାଜ୍‌ କୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ଉର୍ଲଦାନୀ ରେଞ୍ଜର ଡୁଙ୍ଗୁରି ଜଙ୍ଗଲରୁ ଗୋଟିଏ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ତିନି ଚାରି ଦିନ ପୂର୍ବରୁ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଏହା ଭିତରେ ହାତୀଟିର ମୃତଦେହ ପଚି ଯାଇଥିବା ଜଣାପଡ଼ିଛି। ହାତୀକୁ ହତ୍ୟା କରାଯାଇଛି ନା ସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ। ତଦନ୍ତ ଓ ପୋଷ୍ଟମର୍ଟମ ପରେ ତାହା ଜଣାପଡ଼ିବ ବୋଲି ବନ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି।

ଡୁଙ୍ଗୁରି ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର

representational image

Advertisment

କଳାହାଣ୍ଡି(ରାଜ୍‌ କୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ଉର୍ଲଦାନୀ ରେଞ୍ଜର ଡୁଙ୍ଗୁରି ଜଙ୍ଗଲରୁ ଗୋଟିଏ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ତିନି ଚାରି ଦିନ ପୂର୍ବରୁ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଏହା ଭିତରେ ହାତୀଟିର ମୃତଦେହ ପଚି ଯାଇଥିବା ଜଣାପଡ଼ିଛି।

Advertisment

ହାତୀକୁ ହତ୍ୟା କରାଯାଇଛି ନା ସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ। ତଦନ୍ତ ଓ ପୋଷ୍ଟମର୍ଟମ ପରେ ତାହା ଜଣାପଡ଼ିବ ବୋଲି ବନ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ