elephant
Advertisment
ସୁନ୍ଦରଗଡ଼ : ସୁନ୍ଦରଗଡ଼ ନୂଆଗାଁ ବ୍ଲକର ଗୋଟିଟାଣ୍ଟର୍ ଗାଁରେ ଅଘଟଣ। ବୃଦ୍ଧଙ୍କୁ ଦଳି ମାରିଦେଇଛି ହାତୀ । ଗତକାଲି ବିଶ୍ରା ବ୍ଲକର ଆସିଆନା କଲୋନୀର ମହମ୍ମଦ ମାସୁଦ୍ ଓଡ଼ଗାଁ ହାଟକୁ ଯାଇଥିଲେ।
Advertisment
ରାତିରେ ଅଟୋ ଯୋଗେ ଫେରିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ ମହମ୍ମଦ ମାସୁଦ୍। ଜୀବନ ବଞ୍ଚାଇବାକୁ ସେ ନିକଟରେ ଥିବା ଜମି ମଧ୍ୟକୁ ଦୌଡ଼ି ପଲାଇଥିଲେ। ହେଲେ ହାତୀ ତାଙ୍କୁ କଚାଡ଼ି ମାରି ଦେଇଥିଲା। ତେବେ ସୌଭାଗ୍ୟବଶତଃ ଘଟଣାସ୍ଥଳରେ ଥିବା ଅନ୍ୟ ତିନି ଜଣ ବର୍ତ୍ତି ଯାଇଛନ୍ତି। ଘଟଣା ପରେ ବନ ବିଭାଗ ଓ ପୁଲିସ୍ ପହଞ୍ଚି ମାମଲାର ଖୋଲତାଡ଼ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/elephant_1626686308.jpg)