Advertisment

ଆଜି ରାଜ୍ୟର ସମସ୍ତ ବାର୍ ଆସୋସିଏସନ୍‌ରେ ଏକାସଙ୍ଗେ ନିର୍ବାଚନ ହେଉଛି

ଭୁବନେଶ୍ୱର:  ଆଜି ରାଜ୍ୟର ସମସ୍ତ ବାର୍ ଆସୋସିଏସନ୍‌ରେ ଏକାସଙ୍ଗେ ନିର୍ବାଚନ ହେଉଛି। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଦାନ ପ୍ରକ୍ରିୟା ଅପରାହ୍ଣ ୨ଟାରେ ସରିବ। ଏହାପରେ ଭୋଟ୍ ଗଣତି କରି ଫଳାଫଳ ଘୋଷଣା କରାଯିବ। ହାଇକୋର୍ଟ ବାର୍ କାଉନ୍‌ସିଲ ସମେତ ଅନ୍ୟ ବାର୍ କାଉନ୍‌ସିଲ୍‌ରେ ଆଜି ଭୋଟ୍ ଗ୍ରହଣ ଚାଲିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ‘ୱାନ୍ ବାର ୱାନ୍ ଭୋଟ୍’ ନୀତି ଲାଗୁ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହୋଇଛି। ଏହି ନିୟମ ଅନୁସାରେ […]

ଆଜି ରାଜ୍ୟର ସମସ୍ତ ବାର୍ ଆସୋସିଏସନ୍‌ରେ ଏକାସଙ୍ଗେ ନିର୍ବାଚନ ହେଉଛି

vote

Advertisment

ଭୁବନେଶ୍ୱର:  ଆଜି ରାଜ୍ୟର ସମସ୍ତ ବାର୍ ଆସୋସିଏସନ୍‌ରେ ଏକାସଙ୍ଗେ ନିର୍ବାଚନ ହେଉଛି। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଦାନ ପ୍ରକ୍ରିୟା ଅପରାହ୍ଣ ୨ଟାରେ ସରିବ। ଏହାପରେ ଭୋଟ୍ ଗଣତି କରି ଫଳାଫଳ ଘୋଷଣା କରାଯିବ।

Advertisment

ହାଇକୋର୍ଟ ବାର୍ କାଉନ୍‌ସିଲ ସମେତ ଅନ୍ୟ ବାର୍ କାଉନ୍‌ସିଲ୍‌ରେ ଆଜି ଭୋଟ୍ ଗ୍ରହଣ ଚାଲିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ‘ୱାନ୍ ବାର ୱାନ୍ ଭୋଟ୍’ ନୀତି ଲାଗୁ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହୋଇଛି।

ଏହି ନିୟମ ଅନୁସାରେ ଜଣେ ଆଇନ୍‌ଜୀବୀ ଏକାଧିକ ବାର୍‌ରେ ସଦସ୍ୟ ଥିଲେ ବି ଗୋଟିଏ ବାର୍‌ରେ ଭୋଟ୍ ଦେଇପାରିବେ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ