social-media
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ସୋଶାଲ୍ ମିଡିଆ ପ୍ରତିନିଧିଙ୍କ ସହ ଆଜି ନିର୍ବାଚନ କମିଶନଙ୍କ ବୈଠକ ବସିବ। ଏହି ବୈଠକରେ ବିଭିନ୍ନ ସୋଶାଲ ମିଡିଆ ସଂସ୍ଥାର ବରିଷ୍ଠ ଅଧିକାରୀ ଯୋଗଦେବେ। ନିର୍ବାଚନ ସମୟରେ ସୋଶାଲ ମିଡିଆରେ ଛଡ଼ା ଯାଉଥିବା ବିଷୟବସ୍ତୁ ଉପରେ ନିର୍ବାଚନ କମିଶନର ଆଲୋଚନା କରିବେ।
ବିଶେଷ କରି ଆଦର୍ଶ ଆଚରଣ ବିଧି ନେଇ ବୈଠକରେ ସୋଶାଲ୍ ମିଡିଆ ପ୍ରତିନିଧିଙ୍କ ସହ ଆଲୋଚନା କରିବେ। ନିର୍ବାଚନ କମିଶନ ନିର୍ବାଚନ ବେଳେ ପ୍ରାର୍ଥୀ ଓ ଦଳୀୟ କର୍ମୀମାନେ ସୋଶାଲ୍ ମିଡିଆକୁ ବ୍ୟବହାର କରି ପ୍ରଚାର କରି ଆଚରଣ ବିଧି ଉଲ୍ଲଂଘନ କରିବା ଭଳି ଆଶଙ୍କା ଅଛି। ତେଣୁ ଏହି ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/social-media-1_1626338911.jpg)