Advertisment

ଗଞ୍ଜାମରେ ଜୋର୍‌ଦାର ପ୍ରଚାର କରୁଛନ୍ତି ନବୀନ

ବ୍ରହ୍ମପୁର: ନିଜ ନିର୍ବାଚନ ମଣ୍ଡଳୀରେ ଭୋଟରମାନଙ୍କ ପ୍ରିୟଭାଜନ ହୋଇ ପୁଣି ଥରେ ବଜୟୀ ହେବା ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବ୍ୟାପକ ମାତ୍ରାରେ ପ୍ରଚାର ପ୍ରସାର ଚଳାଇଛନ୍ତି। ଏହି ଧାରାରେ ଆଜି ସେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ରୋଡ୍ ଶୋ’ ସାଙ୍ଗକୁ ନିର୍ବାଚନୀ ସଭା ମଧ୍ୟ କରିଛନ୍ତି। ସୂଚନା ଅନୁସାରେ ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ବାହାରି ନବୀନ ସାନଖେମୁଣ୍ଡିର ମୋହନାଳ ବ୍ଲକ ଅଫିସ ପାଖ ପଡ଼ିଆରେ ଓହ୍ଲାଇଥିଲେ। ପରେ ସେଠାରୁ ରୋଡ୍ […]

ଗଞ୍ଜାମରେ ଜୋର୍‌ଦାର ପ୍ରଚାର କରୁଛନ୍ତି ନବୀନ

2

Advertisment

ବ୍ରହ୍ମପୁର: ନିଜ ନିର୍ବାଚନ ମଣ୍ଡଳୀରେ ଭୋଟରମାନଙ୍କ ପ୍ରିୟଭାଜନ ହୋଇ ପୁଣି ଥରେ ବଜୟୀ ହେବା ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବ୍ୟାପକ ମାତ୍ରାରେ ପ୍ରଚାର ପ୍ରସାର ଚଳାଇଛନ୍ତି। ଏହି ଧାରାରେ ଆଜି ସେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ରୋଡ୍ ଶୋ’ ସାଙ୍ଗକୁ ନିର୍ବାଚନୀ ସଭା ମଧ୍ୟ କରିଛନ୍ତି। ସୂଚନା ଅନୁସାରେ ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ବାହାରି ନବୀନ ସାନଖେମୁଣ୍ଡିର ମୋହନାଳ ବ୍ଲକ ଅଫିସ ପାଖ ପଡ଼ିଆରେ ଓହ୍ଲାଇଥିଲେ। ପରେ ସେଠାରୁ ରୋଡ୍ ଶୋ’ କରି ଚୁଡ଼ଙ୍ଗପୁର, ସାହସପୁର, ରାଧାଦେଇପୁର ଏବଂ ରାମଚନ୍ଦ୍ରପୁର ଅଞ୍ଚଳରେ ଭୋଟରଙ୍କୁ ଆକୃଷ୍ଟ କରିଥିଲେ।

Advertisment

ଅନ୍ୟପକ୍ଷରେ ବିରୋଧୀ କଂଗ୍ରେସର ରାଜ୍ୟ ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ଗଞ୍ଜାମର ଆସିକା ଅଞ୍ଚଳରେ ପ୍ରଚରା କରିଛନ୍ତି। ଆସିକା ଲୋକସଭା ଆସନ ପାଇଁ ଦଳ ସିପିଆଇ ସହ ମେଣ୍ଟ କରିଥିବା ବେଳେ ଏଠାରେ ରାମକୃଷ୍ଣ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ