Advertisment

ନାଗାର୍ଜୁନ ବେଶ: ଦ୍ୱାର ଫିଟିଲା, ଦର୍ଶନ ଦେଲେ ପତିତ ଉଦ୍ଧାରକ ପତିତପାବନ

ପୁରୀ: ନାଗାର୍ଜୁନ ବେଶର ନୀତି ଆରମ୍ଭ ହୋଇଗଲାଣି। ପ୍ରଥମେ ଦ୍ୱାର ଫିଟା ନୀତି ପରେ ପତିତପାବନ ପୂଜା। #ଦ୍ୱାରଫିଟାନୀତି ଖୋଲିଲା ଦ୍ୱାର, ଦର୍ଶନ ଦେଲେ ପତିତପାବନ#NagarjunaBesha #Odisha #Puri pic.twitter.com/MO2SwL1LXl — ଓଟିଭି (@otvkhabar) November 26, 2020 ଚାଲିଛି ପୂଜାର୍ଚ୍ଚନା, ଏପଟେ ଦର୍ଶନ ଦେଉଛନ୍ତି ପତିତଉଦ୍ଧାରକ ପତିତପାବନ ମହାପ୍ରଭୁଙ୍କ ନାନା ଅସ୍ତ୍ରଶସ୍ତ୍ର ମହାପ୍ରଭୁଙ୍କ ଆଭୂଷଣ ପୂଜା ଚାଲିଛି #NagarjunaBesha pic.twitter.com/aAcmP7uF8x — ଓଟିଭି (@otvkhabar) November 26, 2020 ଆହୁରି ପଢ଼ନ୍ତୁ:ରତ୍ନ ସିଂହାସନରେ ନାଗାର୍ଜୁନ ବେଶରେ […]

author-image
Otv Khabar Bureau
ଅଦ୍ୟତନ ହୋଇଛି
ନାଗାର୍ଜୁନ ବେଶ: ଦ୍ୱାର ଫିଟିଲା, ଦର୍ଶନ ଦେଲେ ପତିତ ଉଦ୍ଧାରକ ପତିତପାବନ

patitapabana

ପୁରୀ: ନାଗାର୍ଜୁନ ବେଶର ନୀତି ଆରମ୍ଭ ହୋଇଗଲାଣି। ପ୍ରଥମେ ଦ୍ୱାର ଫିଟା ନୀତି ପରେ ପତିତପାବନ ପୂଜା।

Advertisment

ଚାଲିଛି ପୂଜାର୍ଚ୍ଚନା, ଏପଟେ ଦର୍ଶନ ଦେଉଛନ୍ତି ପତିତଉଦ୍ଧାରକ ପତିତପାବନ

Image

ମହାପ୍ରଭୁଙ୍କ ନାନା ଅସ୍ତ୍ରଶସ୍ତ୍ର

Advertisment

ଆହୁରି ପଢ଼ନ୍ତୁ:ରତ୍ନ ସିଂହାସନରେ ନାଗାର୍ଜୁନ ବେଶରେ ଝଲସୁଛନ୍ତି ମହାପ୍ରଭୁ

Nagarjuna Vesha 2020
Advertisment
Advertisment