police dg
କନ୍ଧମାଳ: କନ୍ଧମାଳ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ଡିଜିପିଙ୍କ ସହ IG Operation ଅମିତାଭ ଠାକୁର, ଗୁଇନ୍ଦା ନିର୍ଦ୍ଦେଶକ ଆର୍କେ ଶର୍ମା , DIGP ଅନିରୁଦ୍ଧ ସିଂ, DIG ସତ୍ୟବ୍ରତ ଭୋଇ ମଧ୍ୟ ଏହି ଗସ୍ତରେ ସାମିଲ ଅଛନ୍ତି ।
ଗତକାଲି କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଥାନା ର୍ସିଲା ଜଙ୍ଗଲରେ ହୋଇଥିବା କୁମ୍ବିଂ ଅପରେସନରେ ଦୁଇ ମାଓବାଦୀ ନୀହତ ହୋଇଥିଲା। ଏବଂ ମାଓ କ୍ୟାମ୍ପ ଠାବ ଘଟଣା ପରେ ଜିଲ୍ଲାରେ ମାଓ ଦମନ କ୍ଷେତ୍ରରେ ପୋଲିସର ରଣନୀତି ଉପରେ ସମୀକ୍ଷା କରୁଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ଫୁଲବାଣୀ ସ୍ଥିତ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏହି ସମୀକ୍ଷା ବୈଠକ ବସିଛି । ବୈଠକରେ କନ୍ଧମାଳ ଏସପି ଭିନିତ ଅଗ୍ରଓ୍ୱାଲ ଉପସ୍ଥିତ ରହି DGP ଏବଂ ତାଙ୍କ ଟିମକୁ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/police-dg_1625524427.jpg)