Advertisment

ଖୁଲାମ ଖୁଲା ବିକ୍ରି ଚାଲିଛି ନକଲି ମହୁ

କଟକ: କଟକରେ ଠାବ ହୋଇଛି ନକଲି ମହୁ କାରଖାନା। କଟକ ରାଣୀହଟ କେନାଲ ରୋଡ଼ ଅଞ୍ଚଳରେ ଏକ ନକଲି ମହୁ ତିଆରି କାରଖାନା ଠାବ କରିବା ସହ ବିପୁଳ ପରିମାଣର ନକଲି ମହୁ ଜବତ କରିଛି ମାଲଗୋଦାମ ପୋଲିସ। କେବଳ ମହୁ ନୁହେଁ ଗୋଲାପ ଜଳ, ଅଗୁର, ଲକ୍ଷାଧିକ ଟଙ୍କାର ନକଲି ପୂଜା ସାମଗ୍ରୀ ଜବତ ହୋଇଛି। ରାଜ୍ୟ ବାହାରର ବିଭିନ୍ନ କଂପାନୀର ଷ୍ଟିକରକୁ ବ୍ୟବହାର କରି ନକଲି ସାମଗ୍ରୀ ତିଆରି କରାଯାଉଥିଲା। ଏହି ଅଭିଯୋଗରେ ପୋଲିସ […]

ଖୁଲାମ ଖୁଲା ବିକ୍ରି ଚାଲିଛି ନକଲି ମହୁ

honey

Advertisment

କଟକ: କଟକରେ ଠାବ ହୋଇଛି ନକଲି ମହୁ କାରଖାନା। କଟକ ରାଣୀହଟ କେନାଲ ରୋଡ଼ ଅଞ୍ଚଳରେ ଏକ ନକଲି ମହୁ ତିଆରି କାରଖାନା ଠାବ କରିବା ସହ ବିପୁଳ ପରିମାଣର ନକଲି ମହୁ ଜବତ କରିଛି ମାଲଗୋଦାମ ପୋଲିସ। କେବଳ ମହୁ ନୁହେଁ ଗୋଲାପ ଜଳ, ଅଗୁର, ଲକ୍ଷାଧିକ ଟଙ୍କାର ନକଲି ପୂଜା ସାମଗ୍ରୀ ଜବତ ହୋଇଛି।

Advertisment

ରାଜ୍ୟ ବାହାରର ବିଭିନ୍ନ କଂପାନୀର ଷ୍ଟିକରକୁ ବ୍ୟବହାର କରି ନକଲି ସାମଗ୍ରୀ ତିଆରି କରାଯାଉଥିଲା। ଏହି ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଚିନି ଓ ଅନ୍ୟାନ୍ୟ କେମିକାଲ ମିଶାଇ ମହୁ ତିଆରି କକାଯାଇଥିଲା।

ଏହାଛଡ଼ା କେମିକାଲ ପକାଇ ଗୋଲାପ ଜଳ ମଧ୍ୟ ପ୍ରସ୍ତୁତ ହେଉଥିଲା। ତେବେ ଏହି ସାମଗ୍ରୀ କେଉଁ କେଉଁ ସ୍ଥାନକୁ ବିକ୍ରି ପାଇଁ ଛଡ଼ା ଯାଇଛି ଓ ଏଥିରେ କାହାର ସଂପୃକ୍ତି ଅଛି, ପୋଲିସ୍ ତାହାର ତଦନ୍ତ କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ