Advertisment

ଖପର ଘରର ରାପରଙ୍କୁ ଓଲିଉଡ୍‌ ଅଫର୍‌, ଓଡ଼ିଆ ସିନେମାରେ ଗୀତ ଗାଇଲେ ଡୁଲେ ରାପର

ଭୁବନେଶ୍ୱର: ଓଡ଼ିଆ ଫିଲ୍ମରେ ଗୀତ ଗାଇଲେ ରାପର ଡୁଲେ ରକର। ତାଙ୍କୁ ଏହି ସୁଯୋଗ ଦେଇଛନ୍ତି ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ। ପ୍ରଥମ ଥର ପାଇଁ ଓଡ଼ିଆ ଫିଲ୍ମ ଗୀତରେ ରାପ୍‌କୁ ସାମିଲ କରାଯାଇଛି। ସେହି ଗୀତଟି ହେଉଛି ଜିଓ ୱାଲା ଆଣ୍ଟି। ଏହି ଗୀତରେ କଣ୍ଠଦାନ କରିଛନ୍ତି ଡୁଲେ ରାପର୍ ବା ଡୁଲେଶ୍ୱର ତାଣ୍ଡିଙ୍କ ସହିତ ଆଶୁତୋଷ ଓ ସ୍ୱର୍ଣ୍ଣରେଖା। ଭୁବନେଶ୍ୱରର ସ୍ମୃତି ଷ୍ଟୁଡିଓରେ ଏହି ଗୀତ ରେକର୍ଡ କରାଯାଇଛି। ଗୀତଟି ଲେଖିଛନ୍ତି ସୁବ୍ରତ ସ୍ୱାଇଁ। […]

ଅଦ୍ୟତନ ହୋଇଛି
ଖପର ଘରର ରାପରଙ୍କୁ ଓଲିଉଡ୍‌ ଅଫର୍‌, ଓଡ଼ିଆ ସିନେମାରେ ଗୀତ ଗାଇଲେ ଡୁଲେ ରାପର

dule-raper

Advertisment

ଭୁବନେଶ୍ୱର: ଓଡ଼ିଆ ଫିଲ୍ମରେ ଗୀତ ଗାଇଲେ ରାପର ଡୁଲେ ରକର। ତାଙ୍କୁ ଏହି ସୁଯୋଗ ଦେଇଛନ୍ତି ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ। ପ୍ରଥମ ଥର ପାଇଁ ଓଡ଼ିଆ ଫିଲ୍ମ ଗୀତରେ ରାପ୍‌କୁ ସାମିଲ କରାଯାଇଛି। ସେହି ଗୀତଟି ହେଉଛି ଜିଓ ୱାଲା ଆଣ୍ଟି। ଏହି ଗୀତରେ କଣ୍ଠଦାନ କରିଛନ୍ତି ଡୁଲେ ରାପର୍ ବା ଡୁଲେଶ୍ୱର ତାଣ୍ଡିଙ୍କ ସହିତ ଆଶୁତୋଷ ଓ ସ୍ୱର୍ଣ୍ଣରେଖା।

Advertisment

ଭୁବନେଶ୍ୱରର ସ୍ମୃତି ଷ୍ଟୁଡିଓରେ ଏହି ଗୀତ ରେକର୍ଡ କରାଯାଇଛି। ଗୀତଟି ଲେଖିଛନ୍ତି ସୁବ୍ରତ ସ୍ୱାଇଁ। ୟୁଟ୍ୟୁବ୍ ସେନ୍ସେସନ୍ ତଥା ଖପର୍ ଘରର୍ ରାପର୍ ଭାବେ ପରିଚିତ କଳାହାଣ୍ଡିର ଡୁଲେଶ୍ୱର ତାଣ୍ଡି ସୁନୋ ସର୍କାର ରାପ୍ ଗୀତ ଗାଇ ସୋସିଆଲ ମିଡିଆରେ ବହୁ ଚର୍ଚ୍ଚିତ ହୋଇଥିଲେ।

ଡୁଲେ ରାପରଙ୍କୁ ବଲିଉଡର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଵିଶାଲ ଦଦଲାନିଙ୍କଠୁ ଆରମ୍ଭ କରି ସ୍ଵରା ଭାସ୍କର, ସୋନା ମହାପାତ୍ର ଓ ବରିଷ୍ଠ ସାମ୍ବାଦିକ ବର୍ଖା ଦତ୍ତଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପ୍ରଶଂସା କରିଥିଲେ। ବିଶାଲ ଦଦଲାନି ତାଙ୍କୁ ବଲିଉଡରେ ଗାଇବାକୁ ଅଫର ଦେଇଥିଲେ ବି ଦୁଲେ ରାପରଙ୍କ ସ୍ୱପ୍ନ ଥିଲା ଓଡ଼ିଆ ସିନେମାରେ ଗୀତ ଗାଇବା। ଆଉ ତାଙ୍କର ସ୍ୱପ୍ନ ପୂରଣ କରିବାକୁ ଯାଉଛନ୍ତି ମେଲୋଡି କିଂ ପ୍ରେମ ଆନନ୍ଦ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ