NAC Photograph: (OTV)
Advertisment
ଭଦ୍ରକର ୨ ନୂଆ NACର ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପାଇଁ ପ୍ରକାଶ ପାଇଲା ଚିଠା ପ୍ରସ୍ତାବ । ଧୂଷୁରୀ ଓ ତିହିଡ଼ି ଏନଏସି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଠା ପ୍ରସ୍ତାବ ପ୍ରକାଶ । ଉଭୟ ଏନଏସିରେ ରହିବ ୧୪ଟି ଲେଖାଏଁ ୱାର୍ଡ । ୮ଟି ଆସନ ସଂରକ୍ଷଣ ଓ ୬ଟି ଆସନ ଅଣସଂରକ୍ଷଣ ରହିବ ।
Advertisment
ଧୂଷୁରୀ ଏନଏସିର ମୋଟ ଲୋକ ସଂଖ୍ୟା ରହିବ ୧୦ ହଜାର ୩୪୯ । ସେହିଭଳି ତିହିଡ଼ି ଏନଏସିର ମୋଟ ଜନସଂଖ୍ୟା ରହିବ ୧୩ ହଜାର ୮୦୫ । ୧୦ଦିନ ମଧ୍ୟରେ ଚିଠା ପ୍ରସ୍ତାବ ଉପରେ ଆପତ୍ତି ଅଭିଯୋଗ ହୋଇପାରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/13/nac-2026-02-13-10-38-31.jpg)