Advertisment

District Collector Inspects Development Projects: ପାହାଡ଼ ଚଢି ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କଲେ ଜିଲ୍ଲାପାଳ

ଜିଲ୍ଲାପାଳ ହେବ ତ ଏମିତି। ଦୁର୍ଗମ ପାହାଡ଼ିଆ ଇଲାକାରେ ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ ପାଇଁ ଅଧିକାରୀଙ୍କୁ ଧରି ଚାଲି ଚାଲି ପାହାଡ ସିଖରକୁ ଗଲେ ଜିଲ୍ଲାପାଳ। ପଟାଙ୍ଗି, କୋଟିଆ ପଞ୍ଚାୟତର ଅନେକ ଉନ୍ନୟନ କାର୍ଯ୍ୟର ତାଦରଖ।

author-image
Pramod Behera
District Collector Inspects Development Projects

ପାହାଡ଼ ଚଢି ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କଲେ ଜିଲ୍ଲାପାଳ Photograph: (OTV)

ଜିଲ୍ଲାପାଳ ହେବ ତ ଏମିତି। ଦୁର୍ଗମ ପାହାଡ଼ିଆ ଇଲାକାରେ ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ ପାଇଁ ଅଧିକାରୀଙ୍କୁ ଧରି ଚାଲି ଚାଲି ପାହାଡ ସିଖରକୁ ଗଲେ ଜିଲ୍ଲାପାଳ। ପ୍ରଥମେ କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକ ତାଉପଦର ଗସ୍ତ କରି ମାଣ୍ଡିଆରେ ପ୍ରସ୍ତୁତ ଭିନ୍ନ ଭିନ୍ନ ସାମଗ୍ରୀ, ପରେ କୋଟିଆ ପଞ୍ଚାୟତର ଅନେକ ଉନ୍ନୟନ କାର୍ଯ୍ୟର ତାଦରଖ କରିଛନ୍ତି । 

Advertisment

ସେପଟେ କୋଟିଆ ପଞ୍ଚାୟତର ଅନେକ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ସହ ଆଲୋଚନା କରିଥିଲେ। ଶେଷରେ କୋଟିଆ ସ୍ଥିତ ଜଗନ୍ନାଥ ମନ୍ଦିରରେ ଦର୍ଶନ ସହ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥଲେ ଜିଲ୍ଲାପାଳ ।

  • ଜିଲ୍ଲାପାଳ ହେବ ତ ଏମିତି
  • ପାହାଡ଼ ଚଢି ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କଲେ ଜିଲ୍ଲାପାଳ
  • ପଟାଙ୍ଗି, କୋଟିଆ ପଞ୍ଚାୟତର ଅନେକ ଉନ୍ନୟନ କାର୍ଯ୍ୟର ତାଦରଖ
Advertisment
Koraput District Collector Odisha News
Advertisment
Advertisment