Advertisment

Problem of MLA Sanjeeb Mallick: ବଢ଼ିଲା ଭଣ୍ଡାରିପୋଖରୀ ବିଧାୟକଙ୍କ ଅଡୁଆ

ବଢ଼ିଲା ଭଣ୍ଡାରିପୋଖରୀ ବିଧାୟକଙ୍କ ଅଡୁଆ। ସଂଜୀବ ମଲ୍ଲିକଙ୍କ ବିରୋଧରେ ତଦନ୍ତ କରିବାକୁ ଭଦ୍ରକ SPଙ୍କୁ ନିର୍ଦ୍ଦେଶ। ଭଦ୍ରକ SPଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲା ଅର୍ଥନୈତିକ ଅପରାଧ ଶାଖା।

author-image
Pramod Behera
Problem of MLA Sanjeeb Mallick

ବଢ଼ିଲା ଭଣ୍ଡାରିପୋଖରୀ ବିଧାୟକଙ୍କ ଅଡୁଆ Photograph: (OTV)

ବଢିଲା ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକଙ୍କ ଅଡୁଆ। ସଂଜୀବ ମଲ୍ଲିକଙ୍କ ବିରୋଧରେ ତଦନ୍ତ କରିବାକୁ ଭଦ୍ରକ ଏସ୍ ପିଙ୍କୁ ନିର୍ଦ୍ଦେଶ। ଭଦ୍ରକ SPଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲା ଅର୍ଥନୈତିକ ଅପରାଧ ଶାଖା।

Advertisment

୬ ବର୍ଷରେ ଏତେ ସମ୍ପତିର ଅଧିକାରୀ କିପରି ହେଲେ ସେନେଇ ତଦନ୍ତ ହେବ । ନିର୍ବାଚନୀ ସତ୍ୟପାଠ ସମେତ ବିଭିନ୍ନ ସ୍ଥାନରେ ରୋଜଗାର ସମ୍ବନ୍ଧୀୟ ଭୁଲ ତଥ୍ୟ ପ୍ରଦାନ କରିଥିବା ନେଇ ଅଭିଯୋଗ ହୋଇଥିଲା ।

ସଂଜୀବ ମଲ୍ଲିକ ଙ୍କ ବିରୋଧରେ ସିଆଇଡି କ୍ରାଇମବ୍ରାଞ୍ଚ ନିକଟରେ ଅଭିଯୋଗ ହେବା ପରେ ଏବେ ତାଙ୍କ ବିରୋଧରେ ହୋଇଛି ତଦନ୍ତ ନିର୍ଦେଶ। ଭଦ୍ରକ ଏସ୍ ପିଙ୍କୁ ଏନେଇ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି।

Advertisment
MLA Bhandaripokhari Odisha EOW
Advertisment
Advertisment