Advertisment

ଡିଜିଟାଲ୍ ହେବ ଗାଁ

ସାଲେପୁର : ଡିଜିଟାଲ୍ ଇଣ୍ଡିଆ ମାଧ୍ୟମରେ କଟକ ଜିଲ୍ଲାର ଗ୍ରାମାଞ୍ଚଳକୁ ଡିଜିଟାଲ୍ ପୋଷ୍ୟ ଜିଲ୍ଲା ଭାବେ ଗ୍ରହଣ କରି ବିକଶିତ କରିବ ୟୁକୋ ବ୍ୟାଙ୍କ। ଏହି କ୍ରମରେ ସାଲେପୁରର ଛାଣିପୁର ଗାଁକୁ ଡିଜିଟାଲ୍ ଗାଁ ଭାବେ ଘୋଷଣା କରାଯାଇଛି। ବ୍ୟାଙ୍କ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଛାତ୍ରବୃତ୍ତି ଦେବା ସହ ଅନେକ ସ୍କୁଲ୍‌ର ପ୍ରଧାନ ଶିକ୍ଷକଙ୍କୁ ବ୍ୟାଙ୍କ ତରଫରୁ ସାନିଟାରୀ ନାପକିନ୍ ଯୋଗାଇବା ପାଇଁ ଆଗ୍ରହ ପତ୍ର ମଧ୍ୟ ବଣ୍ଟନ କରାଯାଇଥିଲା। ବ୍ୟାଙ୍କ ପକ୍ଷରୁ ଆୟୋଜିତ ଏକ ଉଦଘାଟନି […]

ଡିଜିଟାଲ୍ ହେବ ଗାଁ

didital village

Advertisment

ସାଲେପୁର : ଡିଜିଟାଲ୍ ଇଣ୍ଡିଆ ମାଧ୍ୟମରେ କଟକ ଜିଲ୍ଲାର ଗ୍ରାମାଞ୍ଚଳକୁ ଡିଜିଟାଲ୍ ପୋଷ୍ୟ ଜିଲ୍ଲା ଭାବେ ଗ୍ରହଣ କରି ବିକଶିତ କରିବ ୟୁକୋ ବ୍ୟାଙ୍କ। ଏହି କ୍ରମରେ ସାଲେପୁରର ଛାଣିପୁର ଗାଁକୁ ଡିଜିଟାଲ୍ ଗାଁ ଭାବେ ଘୋଷଣା କରାଯାଇଛି।

Advertisment

ବ୍ୟାଙ୍କ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଛାତ୍ରବୃତ୍ତି ଦେବା ସହ ଅନେକ ସ୍କୁଲ୍‌ର ପ୍ରଧାନ ଶିକ୍ଷକଙ୍କୁ ବ୍ୟାଙ୍କ ତରଫରୁ ସାନିଟାରୀ ନାପକିନ୍ ଯୋଗାଇବା ପାଇଁ ଆଗ୍ରହ ପତ୍ର ମଧ୍ୟ ବଣ୍ଟନ କରାଯାଇଥିଲା।

ବ୍ୟାଙ୍କ ପକ୍ଷରୁ ଆୟୋଜିତ ଏକ ଉଦଘାଟନି ଉତ୍ସବରେ ଅତିଥି ଭାବେ ଜେନେରାଲ୍ ମ୍ୟାନେଜର ୟୁକୋ ବ୍ୟାଙ୍କ ଭୁବନେଶ୍ୱର ସଂଜୟ କୁମାର, କଟକ ଉପଜିଲ୍ଲାପାଳ ଶୁଭ୍ରାଂସୁ ମିଶ୍ର , ସାଲେପୁର ୟୁକୋବ୍ୟାଙ୍କ ମ୍ୟାନେଜର ହିମାଂଶୁ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ