Advertisment

ସମ୍ବିଧାନକୁ ସାକ୍ଷୀ ରଖି ଦୁଇ ପ୍ରେମୀ ଯୁଗଳ କଲେ ବିବାହ

ଭୁବନେଶ୍ୱର :  ବିନା ବାଜା ରୋଷଣୀ, ବରଯାତ୍ରୀ ଆଉ ବେଦମନ୍ତ୍ର ଉଚ୍ଚାରଣରେ ସମ୍ପର୍ଣ୍ଣ ହେଲା ବିବାହ। ସମ୍ବିଧାନକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହେଲେ ଅରିଜିତ ଓ ଶିବାଲିକା ।ରାଜଧାନୀ ଭୁବନେଶ୍ୱରରେ ବିନା ଜାତି, ଜାତକ, କର୍ମକାଣ୍ଡରେ ଏଭଳି ଏକ ନିଆରା ବିବାହ ଦେଖିବାକୁ ମିଳିଛି । ସୂଚନା ମୁତାବକ, ଅରିଜିତ ଓ ଶିବାଲିକା ପରସ୍ପରକୁ ଭଲ ପାଉଥିଲେ । ଆଉ ସେହି ପ୍ରେମସାଥିରୁ ଜୀବନସାଥି ହେବା ପାଇଁ ବାପା ମାଆଙ୍କ ସହମତିରେ ପ୍ରେମ ବିବାହ […]

ସମ୍ବିଧାନକୁ ସାକ୍ଷୀ ରଖି ଦୁଇ ପ୍ରେମୀ ଯୁଗଳ କଲେ ବିବାହ

mm

Advertisment

ଭୁବନେଶ୍ୱର :  ବିନା ବାଜା ରୋଷଣୀ, ବରଯାତ୍ରୀ ଆଉ ବେଦମନ୍ତ୍ର ଉଚ୍ଚାରଣରେ ସମ୍ପର୍ଣ୍ଣ ହେଲା ବିବାହ। ସମ୍ବିଧାନକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହେଲେ ଅରିଜିତ ଓ ଶିବାଲିକା ।ରାଜଧାନୀ ଭୁବନେଶ୍ୱରରେ ବିନା ଜାତି, ଜାତକ, କର୍ମକାଣ୍ଡରେ ଏଭଳି ଏକ ନିଆରା ବିବାହ ଦେଖିବାକୁ ମିଳିଛି ।

Advertisment

publive-imageସୂଚନା ମୁତାବକ, ଅରିଜିତ ଓ ଶିବାଲିକା ପରସ୍ପରକୁ ଭଲ ପାଉଥିଲେ । ଆଉ ସେହି ପ୍ରେମସାଥିରୁ ଜୀବନସାଥି ହେବା ପାଇଁ ବାପା ମାଆଙ୍କ ସହମତିରେ ପ୍ରେମ ବିବାହ କରିଛନ୍ତି। ସହମତି ପରେ ମାତ୍ର ୧୦ ମିନିଟ୍‌ ଭିତରେ ଉଭୟଙ୍କ ବିବାହ ସ୍ଥିର ହୋଇଥିଲା। ସମ୍ବିଧାନ ଉପରେ ହାତ ରଖି ଉଭୟ ଅରିଜିତ୍ ଓ ଶିବାଲିକାଙ୍କୁ ଶପଥ ପାଠ କରାଯାଇଥିଲା। ଏପରି ବିବାହକୁ ନେଇ ବର, କନ୍ୟା ମଧ୍ୟ ଖୁସି ଜାହିର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ