ଅଦ୍ୟତନ ହୋଇଛି
67
Advertisment
ଭବାନୀପାଟଣା: ବୀମା ଟଙ୍କା ନ ମିଳିବାରୁ ରାଜରାସ୍ତାରେ ବସିଛନ୍ତି ଚାଷୀ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ସମସ୍ତ ଚାଷୀ। ରାସ୍ତାରୋକ ଯୋଗୁଁ ଧର୍ମଗଡ଼-ଖରିଆର ମଧ୍ୟରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଗୋଲାମୁଣ୍ଡା ବ୍ଲକର ଶହ ଶହ ଚାଷୀ ଗତବର୍ଷ ଶସ୍ୟ ବୀମା କରିଥିଲେ। ସରକାର କ୍ଷୟକ୍ଷତି ରିପୋର୍ଟ ଦେବା ପରେ ବି ସେମାନଙ୍କୁ ସଂପୃକ୍ତ ବୀମା କମ୍ପାନୀ ଟଙ୍କା ଦେଉ ନ ଥିବା ଅଭିଯୋଗ ହୋଇଛି । ତେଣୁ ଏହାର ପ୍ରତିବାଦରେ ଗୋଲାମୁଣ୍ଡା କିଷାନ ସଂଘ ବିକ୍ଷୋଭ ପ୍ରଦର୍ଶନ କରିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/67_1625223724.jpg)