Advertisment

Bridge Structure To Be Changed: ଭଙ୍ଗା ଯିବ ହଳଦିଆପଦର ଓଭରବ୍ରିଜ୍! ମନ୍ତ୍ରୀ କହିଦେଲେ ବଡ଼ କଥା

ବ୍ରହ୍ମପୁରର ହଳଦିଆପଦର ବ୍ରିଜ୍ ଦୁର୍ଘଟଣା ପ୍ରସଙ୍ଗ। ବୟାନବାଜି ଓ ବିବାଦ ପରେ ଏହି କିଲର୍ ବ୍ରିଜର ଡିଜାଇନ ପରିବର୍ତ୍ତନ ହେବା ନେଇ ରାଜ୍ୟ ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି।

Bridge Structure To Be Changed

Bridge Structure To Be Changed Photograph: (OTV)

Advertisment

ବ୍ରହ୍ମପୁରର ହଳଦିଆପଦର ବ୍ରିଜ୍ ଦୁର୍ଘଟଣା ପ୍ରସଙ୍ଗ। ବୟାନବାଜି ଓ ବିବାଦ ପରେ ଏହି କିଲର୍ ବ୍ରିଜର ଡିଜାଇନ ପରିବର୍ତ୍ତନ ହେବା ନେଇ ରାଜ୍ୟ ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି। ମନ୍ତ୍ରୀ ବିଭୂତି ଜେନା କହିଛନ୍ତି, ନିର୍ମାଣ ଦିନରୁ ହିଁ ବ୍ରିଜ୍ ଡିଜାଇନରେ ତ୍ରୁଟି ଅଛି। ତେଣୁ ଭଲ ଭାବେ ବ୍ରିଜ୍ ଡିଜାଇନ୍ କରାଯିବ।

Advertisment

ସେପଟେ ତ୍ରୁଟିପୂର୍ଣ୍ଣ ବ୍ରିଜକନ ନେଇ ମୃତକଙ୍କ ପରିବାର ବ୍ରିଜର ଢାଞ୍ଚା ବଦଳାଇଥିବା ସିଣ୍ଡିକେଟ୍ ବିରୋଧରେ ଆକ୍ସନ ଦାବି କରିଛନ୍ତି। ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ବି ବ୍ରିଜ୍ ନିର୍ମାଣକୁ ନେଇ ପୁଣି ପ୍ରଶ୍ନ ଉଠାଇ କହିଛନ୍ତି, ଏତେ ବଡ଼ ତ୍ରୁଟି ଆଜି ଯାଏଁ କୌଣସି ବ୍ରିଜରେ ହୋଇନି।

ଆରୋପ ପ୍ରତ୍ୟାରୋପ ଭିତରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଦିବଙ୍ଗତ ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବ। ହଳଦିଆପଦର ଓଭରବ୍ରିଜ୍ ତଳେ ନିଜ ପରିବାରର ଜମି କଥାକୁ ସ୍ବୀକାର କରି କହିଛନ୍ତି।

Advertisment

Berhampur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ