accused
Advertisment
କେନ୍ଦୁଝର : ଦୁଷ୍କର୍ମକାରୀକୁ ମୃତ୍ୟୁ ଦଣ୍ଡାଦେଶ । ଏକ ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଦୋଷୀଙ୍କୁ ଆଜି ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି କେନ୍ଦୁଝର ଏଡିଜେ ଲୋକନାଥ ସାହୁ ।
Advertisment
ପୋକ୍ସୋ ଆଇନ୍ ଆଧାରରେ ନ୍ୟାୟାଳୟ ଦୋଷୀକୁ ଦଣ୍ଡବିଧାନ କରିଛନ୍ତି । ୨୦୧୭ରେ ଜାନୁଆରୀ ୧୩ ଚମ୍ପୁଆ ଥାନା ଅଞ୍ଚଳରେ ଘଟିଥିଲା ଏହି ଜଙ୍ଗନ୍ୟ କାଣ୍ଡ । ଏହି ମାମଲାରେ ୨୮ ଜଣ ସାକ୍ଷୀଙ୍କ ବୟାନକୁ ବିଚାରକୁ ନେଇଥିଲେ ଏଡିଜେ। ସେପଟେ ଉପରକୋର୍ଟକୁ ଯିବାକୁ କହିଛି ଦୋଷୀ ସୁନୀଲ ନାଏକ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/accused-1_1626687728.jpg)