Advertisment

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ: ଶ୍ରୀମନ୍ଦିରରେ ଆଜି ପରମ୍ପରା ମୁତାବକ ମହାପ୍ରଭୁଙ୍କ ବନକଲାଗି ନୀତି ହେବ। ପ୍ରାକୃତିକ ରଙ୍ଗରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମୁଖ ଶୃଙ୍ଗାର କରିବେ। ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ପାଇଁ ଅପରାହ୍ନ ସାଢ଼େ ୪ଟାରୁ ରାତି ସାଢ଼େ ୮ଟା ଅର୍ଥାତ୍ ୪ ଘଣ୍ଟା ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରହିବ। କିନ୍ତୁ ଭକ୍ତମାନେ ସେହି ସମୟରେ ବେଢ଼ାରେ ଦର୍ଶନ କରିବେ। ଏହି ସମୟରେ ମୁଖ୍ୟ ମନ୍ଦିର ବନ୍ଦ ରହିବ।

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

puri

Advertisment

ପୁରୀ: ଶ୍ରୀମନ୍ଦିରରେ ଆଜି ପରମ୍ପରା ମୁତାବକ ମହାପ୍ରଭୁଙ୍କ ବନକଲାଗି ନୀତି ହେବ। ପ୍ରାକୃତିକ ରଙ୍ଗରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମୁଖ ଶୃଙ୍ଗାର କରିବେ।

Advertisment

ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ପାଇଁ ଅପରାହ୍ନ ସାଢ଼େ ୪ଟାରୁ ରାତି ସାଢ଼େ ୮ଟା ଅର୍ଥାତ୍ ୪ ଘଣ୍ଟା ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରହିବ।

କିନ୍ତୁ ଭକ୍ତମାନେ ସେହି ସମୟରେ ବେଢ଼ାରେ ଦର୍ଶନ କରିବେ। ଏହି ସମୟରେ ମୁଖ୍ୟ ମନ୍ଦିର ବନ୍ଦ ରହିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ