Advertisment

Cyclone 'Montha': ଓଡ଼ିଶାରେ ପଡ଼ିଲାଣି ବାତ୍ୟା ପ୍ରଭାବ, ବଦଳିଲାଣି ପାଗ

ଓଡ଼ିଶାରେ ପଡ଼ିଲାଣି ବାତ୍ୟା ପ୍ରଭାବ। ଦକ୍ଷିଣ ଓଡ଼ିଶାରେ ବଦଳିଲାଣି ପାଗ। ଗଜପତି ଓ ଗଞ୍ଜାମରେ ଆରମ୍ଭ ହୋଇଗଲାଣି ବର୍ଷା। ଗୋପାଳପୁରଠାରୁ ୭୯୦ କିଲୋମିଟର ଦୂରରେ ବାତ୍ୟା।

GOPALPUR_RAIN

Photograph: (OTV)

Advertisment

ଓଡ଼ିଶାରେ ପଡ଼ିଲାଣି ବାତ୍ୟା ପ୍ରଭାବ । ଦକ୍ଷିଣ ଓଡ଼ିଶାରେ ବଦଳିଲାଣି ପାଗ । ଗଜପତି ଓ ଗଞ୍ଜାମରେ ଆରମ୍ଭ ହୋଇଗଲାଣି ବର୍ଷା । ଗୋପାଳପୁରରେ ପବନ ସହ ବର୍ଷା ଆରମ୍ଭ ହୋଇଯାଇଛି । ଗୋପାଳପୁରଠାରୁ ଏବେ ୭୯୦ କିଲୋମିଟର ଦୂରରେ ରହିଛି ବାତ୍ୟା ମୋନ୍ଥା। 
ସେପଟେ ଗଜପତି ଜିଲ୍ଲାରେ ବି ବର୍ଷା ହେଲାଣି । ପାରଳାଖେମୁଣ୍ଡିରେ ଆକାଶ ମେଘାଚ୍ଛନ୍ନ ସହ ଝିପିଝିପି ବର୍ଷା ହେଉଛି । ଉଭୟ ଗଞ୍ଜାମ ଓ ଗଜପତିକୁ ଆଜି ପାଇଁ ଅରେଞ୍ଜ ଓ କାଲି ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି ।

Advertisment

ଅଧିକ ଦେଖନ୍ତୁ:


•    ଓଡ଼ିଶାରେ ପଡ଼ିଲାଣି ବାତ୍ୟା ପ୍ରଭାବ
•    ଦକ୍ଷିଣ ଓଡ଼ିଶାରେ ବଦଳିଲାଣି ପାଗ
•    ଗଜପତି ଓ ଗଞ୍ଜାମରେ ଆରମ୍ଭ ହୋଇଗଲାଣି ବର୍ଷା
•    ଗୋପାଳପୁରରେ ପବନ ସହ ବର୍ଷା ଆରମ୍ଭ 
•    ଗୋପାଳପୁରଠାରୁ ୭୯୦ କିଲୋମିଟର ଦୂରରେ ବାତ୍ୟା
•    ଗଜପତି ଜିଲ୍ଲାରେ ବି ବର୍ଷା ଆରମ୍ଭ
•    ଆଜି ପାଇଁ ଗଞ୍ଜାମ, ଗଜପତିକୁ ଅରେଞ୍ଜ ଆଲର୍ଟ
•    କାଲି ପାଇଁ ଗଞ୍ଜାମ, ଗଜପତିକୁ ରେଡ୍ ଆଲର୍ଟ

Cyclone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ