Advertisment

ପୁରୀର ଅଣ୍ଟା ଭାଙ୍ଗି ଦେଇଛି ବାତ୍ୟା ‘ଫୋନି’

ପୁରୀ: ବାତ୍ୟା ‘ଫୋନି’ ପୁରୀର ଅଣ୍ଟା ଭାଙ୍ଗି ଦେଇଛି। ମାତ୍ର କେଇ ଘଣ୍ଟା ତାଣ୍ଡବରେ ପୁରୀର ପର୍ଯ୍ୟଟନ ଶିଳ୍ପ ଦୋହଲି ଯାଇଛି। ଦୀର୍ଘ ବର୍ଷର ହୋଟେଲ, ଲଜ୍, ଯାତ୍ରୀଙ୍କ ରହଣୀ ସ୍ଥାନରେ ଏବେ ଖାଲି ବାତ୍ୟା ପରର କରାଳ ଚିହ୍ନ ପଡ଼ି ରହିଛି। ପୁରୀ ସହରର ସମୁଦ୍ର କୂଳରେ ଥିବା ସବୁ ହୋଟେଲ ବ୍ୟାପକ ଭାବେ କ୍ଷତିଗସ୍ତ ହୋଇଛି। ବିଭିନ୍ନ ହୋଟେଲରେ ବିରାଟକାୟ ଗଛ, ମୋବାଇଲ୍ ଟାଓ୍ୱାର ଭାଙ୍ଗି ପଡ଼ିଛି। ଲକ୍ଷାଧିକ ଟଙ୍କାର ସୌଖୀନ ଆସବାବ ପତ୍ର […]

ପୁରୀର ଅଣ୍ଟା ଭାଙ୍ଗି ଦେଇଛି ବାତ୍ୟା ‘ଫୋନି’

11

Advertisment

ପୁରୀ: ବାତ୍ୟା ‘ଫୋନି’ ପୁରୀର ଅଣ୍ଟା ଭାଙ୍ଗି ଦେଇଛି। ମାତ୍ର କେଇ ଘଣ୍ଟା ତାଣ୍ଡବରେ ପୁରୀର ପର୍ଯ୍ୟଟନ ଶିଳ୍ପ ଦୋହଲି ଯାଇଛି। ଦୀର୍ଘ ବର୍ଷର ହୋଟେଲ, ଲଜ୍, ଯାତ୍ରୀଙ୍କ ରହଣୀ ସ୍ଥାନରେ ଏବେ ଖାଲି ବାତ୍ୟା ପରର କରାଳ ଚିହ୍ନ ପଡ଼ି ରହିଛି।

Advertisment

ପୁରୀ ସହରର ସମୁଦ୍ର କୂଳରେ ଥିବା ସବୁ ହୋଟେଲ ବ୍ୟାପକ ଭାବେ କ୍ଷତିଗସ୍ତ ହୋଇଛି। ବିଭିନ୍ନ ହୋଟେଲରେ ବିରାଟକାୟ ଗଛ, ମୋବାଇଲ୍ ଟାଓ୍ୱାର ଭାଙ୍ଗି ପଡ଼ିଛି। ଲକ୍ଷାଧିକ ଟଙ୍କାର ସୌଖୀନ ଆସବାବ ପତ୍ର ଭାଙ୍ଗିରୁଜି ଯାଇଛି।

କିଛି ହୋଟେଲ୍‌ର ଉପର ମହଲାରେ ପାଣି ଓ ବାଲି ପଶି ଯିବା ଫଳରେ ଏବେ ତାକୁ ସଫା କରିବାକୁ ହୋଟେଲ କର୍ମଚାରୀ ନାକେଦମ୍ ହେଉଛନ୍ତି।

Advertisment

ପୁରୀର ବିଭିନ୍ନ ହୋଟେଲର କୋଟି କୋଟି ଟଙ୍କାର ସଂପତ୍ତି ନଷ୍ଟ ହୋଇଯାଇଛି। ଆସନ୍ତା ଦୁଇ ମାସ ପରେ  ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ତା’ପୂର୍ବରୁ ହୋଟେଲ ଶିଳ୍ପକୁ ପୁଣି ଥରେ ଛିଡ଼ା ନକରିଲେ ସାରା ବିଶ୍ୱରୁ ଆସୁଥିବା ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ