Advertisment

CRPF Suicide: ନିଜ ସର୍ଭିସ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ ଯବାନ

ନିଜ ସର୍ଭିସ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ ଯବାନ। ସୁନ୍ଦରଗଡ଼ ଲାଠିକଟା ଥାନା ମାଟକଝରଣ ଗାଁରେ ଅଭାବନୀୟ ଘଟଣା। କ୍ୟାମ୍ପ ଭିତରେ ନିଜକୁ ଗୁଳି କଲେ ସିଆର୍ ପିଏଫ୍ ଯବାନ।

CRPF Suicide

CRPF Suicide Photograph: (OTV)

Advertisment

ନିଜକୁ ଗୁଳି କଲେ CRPF ଯବାନ। ନିଜ ସର୍ଭିସ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ ଯବାନ। ସୁନ୍ଦରଗଡ଼ ଲାଠିକଟା ଥାନା ମାଟକଝରଣ ଗାଁରେ ଘଟିଛି ଏ ଅଭାବନୀୟ ଘଟଣା। କ୍ୟାମ୍ପ ଭିତରେ ନିଜକୁ ଗୁଳି କଲେ ସିଆର୍ ପିଏଫ୍ ଯବାନ। 

Advertisment

ମୃତ ଯବାନ ଜଣକ ହେଲେ ସୁବାସ ପ୍ରସାଦ। ସେ ସିଆରପିଏଫରେ ହାବିଲଦାର ରାଙ୍କରେ ଅଛନ୍ତି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି। ମୃତ ଯବାନଙ୍କ ଘର ଉତ୍ତରପ୍ରଦେଶ ବଲିଆ ଜିଲ୍ଲା ନନ୍ଦପୁର ଗାଁରେ।

CRPF Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ